କମିଟିଟିଏ ପାଇଁ ନୂଆଦିଲ୍ଲୀରେ ନାକେଦମ୍ ମନମୋହନ-ମାନସ, ଏଯାଏଁ ଛିଣ୍ଡୁନି ଅଙ୍କ
ଭୁବନେଶ୍ୱର : ରାଜ୍ୟ ବିଧାନସଭା ନିର୍ବାଚନ ଓ ଲୋକସଭା ନିର୍ବାଚନ ପାଖେଇଲାଣି। ଦଳ ଥରେ ଚେଷ୍ଟା କରି ତୃତୀୟରୁ ଦ୍ୱିତୀୟ ସ୍ଥାନକୁ ଆସିଛି। କେନ୍ଦ୍ରରେ ସରକାର ଅଛି। ଇଡି, ସିବିଆଇ, ଆୟକର ବିଭାଗ ମଧ୍ୟ ସାଥ୍ ଦେବ। ଦ୍ୱିତୀୟରୁ ପ୍ରଥମ ଚେଷ୍ଟା କଲେ ପୂର୍ଣ୍ଣ ସଫଳତା ନ ମିଳିପାରେ। ହେଲେ ୧୫ ରୁ ୧୬ ଲୋକସଭା ଏବଂ ୫୦ ରୁ ୬୦ ବିଧାନସଭା ଆସନ ହାତେଇ ହେବ। ୟୁପିରେ ଦଳକୁ ବିଜୟୀ କରିଥିବା ସୁନୀଲ ବଂଶଲଙ୍କ ପରି…