Asia cup 2023 ; ଏସିଆ କପ୍ ମାଗଣାରେ ଦେଖିବାକୁ ଚାହୁଁଛନ୍ତି ? ତାହାଲେ ପଢନ୍ତୁ ଏହି ରିପୋର୍ଟ ….

ଭୁବନେଶ୍ବର ; ଏସିଆ କପ୍ ୨୦୨୩ରେ ଭାରତ ପାକିସ୍ଥାନ ମ୍ୟାଚକୁ ଆଉ ମାତ୍ର କିଛି ଦିନ ବାକି ରହିଲା । ପ୍ରଥମ ଥର ପାଇଁ ଏହି ପ୍ରତିଯୋଗିତା ହାଇବ୍ରିଡ ମଡେଲରେ ଖେଳାଯିବ । ପାକିସ୍ଥାନରେ ୪ଟି ମ୍ୟାଚ୍ ଅନୁଷ୍ଟିତ ହେବାକୁ ଥିବାବେଳେ ଫାଇନାଲ ସମେତ ଅନ୍ୟ ୯ଟି ମ୍ୟାଚ ଶ୍ରୀଲଙ୍କରେ ଖେଳାଯିବ । ପ୍ରଥମ ମ୍ୟାଚ୍ ୩୦ ଅଗଷ୍ଟ ବା ଆସନ୍ତାକାଲି ପାକିସ୍ଥାନ ଓ ନେପାଳ ବିପକ୍ଷରେ ଖେଳାଯିବାକୁ ଥିବାବେଳେ ଫାଇନାଲ ମ୍ୟାଚ୍ ୧୭ ସେଫ୍ଟମ୍ବରରେ ଖେଳାଯିବ…

Read More

କିଶୋରଙ୍କ ସଂଘର୍ଷମୟ କାହାଣୀ ଖେଳ ପାଇଁ ଏତିକି ଦିନ ଥିଲେ ଘରଠୁ ଦୂର ଜାଣନ୍ତୁ…

ଭୁବନେଶ୍ଵର; ବିଶ୍ଵ ଦୌଡକୁଦ ପ୍ରତିଯୋଗିତାରେ ଭାରତ ଗତକାଲି ମଧ୍ୟରାତ୍ରିରେ ଇତିହାସ ରଚିଛି। ନୀରଜ୍ ଚୋପ୍ରା ୪୦ ବର୍ଷ ପରେ ଭାରରତକୁ ଦୌଡକୁଦ ପ୍ରତିଯୋଗିତାରେ ସ୍ଵର୍ଣ୍ଣ ପଦକ ଦେବାରେ ସଫଳ ହୋଇଛନ୍ତି। ସେହିପରି ପ୍ରଥମ ଥର ପାଇଁ ୧୨ ଜଣିଆ ଫାଇନାଲ ପ୍ରତିଯୋଗୀଙ୍କ ମଧ୍ୟର ୩ ଜଣ ଭାରତୀୟ ପ୍ରତିଦ୍ଵିନ୍ଦିତା କରିବାର ସୁଯୋଗ ପାଇଥିଲେ। ତେବେ ଏହି ତିନିଜଣ ଭାରତୀୟ ଖେଳାଳିଙ୍କ ମଧ୍ୟରୁ ଓଡ଼ିଶାର କିଶୋର ଜେନା ପଞ୍ଚମ ସ୍ଥାନ ଅଧିକାର କରି ଓଡ଼ିଶା ପାଇଁ ଆଣିଛନ୍ତି ଗୌରବ।…

Read More

world athletics championships; କେମିତି ଓ କେତେବେଳେ ଦେଖିବେ ନୀରଜ ଚୋପ୍ରାଙ୍କ ଖେଳ ଜାଣନ୍ତୁ …

ଭୁବନେଶ୍ଵର;ଭାରତୀୟ ଅଲିମ୍ପିକ୍ ଜାଭେଲିନ୍ ଚାମ୍ପିଅନ୍ ନୀରଜ ଚୋପ୍ରା ଆଜି ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ନିଜର ପ୍ରତିଭା ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିବ। ଗତ ଥର ଏହି ଇଭେଣ୍ଟରେ ନୀରଜ ଚୋପ୍ରା ରୌପ୍ୟ ପଦକ ଜିତି ଇତିହାସ ସୃଷ୍ଟି କରିଥିଲେ, କିନ୍ତୁ ଚଳିତ ବର୍ଷ ସେ ପଦକ ରଙ୍ଗକୁ ରୂପା ରୁ ସ୍ୱର୍ଣ୍ଣକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବେ। ଏହା ସହିତ ସେ ମଧ୍ୟ ଏହି ପ୍ରତିଯୋଗିତାରେ ୯୦ ମିଟର ରେକର୍ଡ଼ ଅତିକ୍ରମ କରିବାକୁ ପ୍ରୟାସ କରିବେ| ନିକଟରେ…

Read More

Asia cup 2023; ସ୍ପିନ୍ ବିଭାଗ ଭାରତ ପାଇଁ ହୋଇପାରେ ମୁଣ୍ଡ ବିନ୍ଧାର କାରଣ କେମିତି ଜାଣନ୍ତୁ…

ଭୁବନେଶ୍ଵର; ଏସିଆ କପ୍ ୨୦୨୩ ପାଇଁ ଭାରତ ପକ୍ଷରୁ ଗତକାଲି ୧୭ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ଟିମରେ ବହୁ ପରିବର୍ତ୍ତନ ଦେଖିବାକୁ ମିଳିଛି । ଶ୍ରେୟସ ଆୟର ଏବଂ କେଏଲ ରାହୁଲଙ୍କ ପରି ଖେଳାଳିଙ୍କର ଦଳ ବାହୁଡା ହୋଇଥିବା ବେଳେ ଅନ୍ୟପକ୍ଷରେ କିଛି ଆଶାୟୀ ଖେଳାଳିଙ୍କୁ ଦଳରେ ସ୍ଥାନ ନମିଳିବାରୁ ସେମାନେ ନିରାଷ ହୋଇଛନ୍ତି । ସେହିପରି ଯଦି ଦଳର ସ୍ପିନ ବିଭାଗ ଉପରେ ନଜର ପକାଇବା ତେବେ କୁଲଦୀପ ଜାଦବଙ୍କୁ…

Read More

ବାରବାଟୀକୁ କାହିଁକି ମିଳିଲାନି ମ୍ୟାଚ୍ ଜାଣନ୍ତୁ …….

ଭୁବନେଶ୍ବର; ଗତକାଲି ବିସିସିଆଇ ଦ୍ବାରା ଘୋଷଣା କରାଯାଇଥିବା ୨୦୨୩-୨୪  ଘରୋଇ ସୂଚୀରେ ବାରବାଟିର ନାଁ ନାହିଁ । ଯେଉଁଠି ପଡୋଶୀ ରାଜ୍ୟ ମାନଙ୍କୁ ଲଗାତର ମ୍ୟାଚ୍ ମିଳୁଥିବା ବେଳେ ବାରବାଟୀ ପାଇଁ ଗୋଟେବି ହେଲେ ମ୍ୟାଚ ମିଳୁ ନାହିଁ। ପୂର୍ବରୁ ଦିନିକିଆ ବିଶ୍ବକପ ଖେଳସୂଚୀରେ ମଧ୍ୟ ବାରବାଟିର ନାଁ ନଥିଲା । ପୁଣି ଏବେ ଘରୋଇ ସୂଚୀରେ ନାଁ ନଥିବା କାରଣରୁ ଓଡ଼ିଶାର କ୍ରୀକେଟ୍ ପ୍ରେମୀଙ୍କୁ ନିରାଶ ହେବାକୁ ପଡିଛି । ଏଥର ଭାରତୀୟ ଦଳ ଘରୋଇ…

Read More

ବିଶ୍ବକପରେ ବଦଳି ପାରେ ଭାରତ-ପାକିସ୍ତାନର ମ୍ୟାଚ୍ ତାରିଖ

ନୂଆଦିଲ୍ଲୀ: ଦିନିକିଆ ବିଶ୍ବକପ ଏଥର ଭାରତରେ ୫ ଅକ୍ଟୋବରରୁ ଆୟୋଜିତ ହେବାକୁ ଯାଉଛି । ତେବେ ପୂର୍ବରୁ ଖେଳସୂଚୀ ମୁତାବକ ୧୫ ଅକ୍ଟୋବରରେ ଭାରତ-ପାକିସ୍ତାନ ମ୍ୟାଚ୍ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । କିନ୍ତୁ ଅକ୍ଟୋବର ୧୫ରେ ନବରାତ୍ରୀର ପ୍ରଥମ ଦିନ ପଡୁଥିବାରୁ ଚଳିତ ବିଶ୍ବକପର ଖେଳ ସୂଚୀକୁ ବଦଳା ଯାଇପାରେ ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି । ବିଶେଷ ସୂତ୍ରରୁ ପ୍ରକାଶ ଯେ, ନବରାତ୍ରୀ ମହୋତ୍ସବ କାରଣରୁ ଖେଳ ତାରିଖ ପରିବର୍ତ୍ତନ କରିବା ଲାଗି ସୁରକ୍ଷା…

Read More

କେମିତି ଓ କେଉଁଠି ଆରମ୍ଭ ହୋଇଥିଲା ଆସେସ୍ ଜାଣନ୍ତୁ ….

ଭୁବନେଶ୍ବର; ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୫ଟିକିଆ ଆସେସ୍ ସିରିଜର ଚତୁର୍ଥ ମ୍ୟାଚ ଡ୍ର ହୋଇଯାଇଛି । ଏହା ସହିତ ଅଷ୍ଟ୍ରେଲିଆ ଏହି ଶୃଙ୍ଖଳାକୁ ନିଜ ନାମରେ କରିଛି । କାରଣ ଯଦି ଇଂଲଣ୍ଡ ଶେଷ ମ୍ୟାଚରେ ବିଜୟ ହାସଲ କରେ ତେବେ ସିତିଜ ୨-୨ ରେ ଡ୍ର ରହିବ । ଦୁଇ ଦେଶ ମଧ୍ୟରେ ଖେଳାଯାଇଥିବା ପୂର୍ବ ଆସେସରେ ଅଷ୍ଟ୍ରେଲିଆ ୪-୦ ରେ ଇଂଲଣ୍ଡ ଉପରେ ବିଜୟ ହାସଲ କରିଥିଲା । ତେବେ ଅଷ୍ଟ୍ରେଲିଆ…

Read More

ଭାରତ – ୱିଣ୍ଡିଜ ଖେଳିବେ ୧୦୦ତମ ଟେଷ୍ଟ ମ୍ୟାଚ୍ , କିନ୍ତୁ ଆଉ କ’ଣ ରହିଛି ଏହି ମ୍ୟାଚର ବିଶେଷତ୍ବ ଜାଣନ୍ତୁ …..

ଭୁବନେଶ୍ବର ; ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଆଜି ଦ୍ବିତୀୟ ବା ଶେଷ ଟେଷ୍ଟ ଖେଳାଯିବ । ତେବେ ଏହି ମ୍ୟାଚ୍ ଆଜି ଦୁଇ ଦେଶ ପାଇଁ ସ୍ବତନ୍ତ୍ର ହେବାକୁ ଯାଉଛି । କାରଣ ଦୁଇ ଦେଶ ଆଜି ତାର ୧୦୦ତମ ଟେଷ୍ଟ ମ୍ୟାଚ୍ ଖେଳିବେ । ୭୫ ବର୍ଷ ପୂର୍ବେ ବା ୧୯୪୮ମସିହାରେ ଏହି ଦୁଇ ଦେଶ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଦିଲ୍ଲୀର କୋଟଲା ଷ୍ଟାଡିୟମରେ ଖେଳାଯାଇଥିଲା । ତେବେ ଦୀର୍ଘ ୭୫ ବର୍ଷ…

Read More

ଦିନିକିଆ ବିଶ୍ବକପରୁ ୨୭ ଖେଳାଳି କାହିଁକି ପଡିବେ ବାଦ୍ ଜାଣନ୍ତୁ …..

ଟିମ ଇଣ୍ଡିଆ ଦିନିକିଆ ବିଶ୍ବକପ ପ୍ରସ୍ତୁତିରେ ବ୍ୟସ୍ତ ଅଛି । ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ୨୭ ଜୁଲାଇରୁ ଆରମ୍ଭ ହେଉଛି । ଏହା ପୂର୍ବରୁ ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ଅଜିତ୍ ଅଗରକର ୱେଷ୍ଟଇଣ୍ଡିଜରେ ମଧ୍ୟ ପହଞ୍ଚିଛନ୍ତି। ସେ ଅଧିନାୟକ ରୋହିତ ଶର୍ମା ଏବଂ କୋଚ୍ ରାହୁଲ ଦ୍ରାବିଡଙ୍କ ସହ ୨୦ ଜଣ ଖେଳାଳିଙ୍କୁ ମନୋନିତ କରିବେ। ୨୦୧୧ ମସିହା ପରଠାରୁ ଭାରତ କୌଣସି ବିଶ୍ବକପ୍ ଜିତି ପାରିନାହିଁ ।…

Read More