ଆମ ସାହିତ୍ୟ ଆମ ସିନେ ଶିଳ୍ପକୁ ଶହେ ବର୍ଷ ଆଗକୁ ନେଇ ପାରିବ

ଭୁବନେଶ୍ୱର : (ଜୟନ୍ତ ସେଠ)-ସିନେମାର ପ୍ରକୃତ ଈଶ୍ୱର ଦର୍ଶକ, ସମୀକ୍ଷକ ନୁହନ୍ତି ।ଦର୍ଶକଙ୍କୁ ଯଦି ସିନେମା ଭଲ ଲାଗିଲା, ତିନିଘଣ୍ଟା ବସେଇ ରଖିଲା, ତାହେଲେ ସିନେମା ସଫଳ। ଆଉ ଚିତ୍ରନାଟ୍ୟରେ ଅମୁକ ଦୁର୍ବଳତା ରହିଛି, ଏଡିଟିଂରେ ସମୁକ ସମସ୍ୟା ଅଛି, ଭିଏଫଏକସ ଭଲ ହେଇନି ଇତ୍ୟାଦି। ଏସବୁ ତର୍ଜମା ଦର୍ଶକ ବାପୁଡ଼ା ପାଇଁ କୌଣସି ଗୁରୁତ୍ୱ ରଖେନା । ଆଜିର ସମୟରେ ଯେତେବେଳେ ଓଡ଼ିଆ ସିନେମା ଦେଖିବାକୁ ଦର୍ଶକ ଆସୁନାହାନ୍ତି, ସେଭଳି ପରିସ୍ଥିତିରେ ନିର୍ଦ୍ଦେଶକ ମାନେ ବହୁତ…

Read More

ମୋଦିଙ୍କ ଟାର୍ଗେଟରେ ନବୀନ ; କହିଲେ ଯାହାଙ୍କୁ ଜିଲ୍ଲା ନାଁ ଜଣାନାହିଁ ସେ ଲୋକଙ୍କ ଦୁଃଖ ବୁଝିବ କେମିତି …

ଫୁଲବାଣୀ:  ଆଜି ଫୁଲବାଣୀରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ନବୀନ ବାବୁଙ୍କୁ ମୁଁ ଆଜି ଏକ ଚାଲେଂଜ ଦେଉଛି। ନବୀନ ବାବୁଙ୍କୁ କାଗଜ ଖଣ୍ଡେ ଦିଆଯାଉ । ଏହି କାଗଜରେ ଓଡ଼ିଶାର ସବୁ  ଜିଲ୍ଲା ଓ ଜିଲ୍ଲା ମୁଖ୍ୟାଳୟର ନାଁ ଲେଖିବାକୁ କୁହାଯାଉ। ସେ ଲେଖିପାରିବେନି। ଯିଏ ନିଜ ଜିଲ୍ଲାର ନାଆଁ ଜାଣିନାହାନ୍ତି। ସେଭଳି ମୁଖ୍ୟମନ୍ତ୍ରୀ…

Read More

୪ର୍ଥ ପର୍ଯ୍ୟାୟ ମତଦାନ ପାଇଁ ବିଜ୍ଞପ୍ତି ପ୍ରକାଶ …

ଭୁବନେଶ୍ବର: ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ମତଦାନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିସନ । ଯାଜପୁର, ଜଗତସିଂହପୁର, ମୟୂରଭଞ୍ଜ, ବାଲେଶ୍ବର , ଭଦ୍ରକ ଓ କେନ୍ଦ୍ରାପଡ଼ା ଆଦି ୬ ଲୋକସଭା ଆସନରେ ନିର୍ବାଚନ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ଏସବୁ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୪୨ଟି ବିଧାନସଭା କ୍ଷେତ୍ରର ସମସ୍ତ ବୁଥରେ ଜୁନ୍ ୧ ତାରିଖରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ମତଦାନ ହେବ। ତେବେ ଆଜିଠୁ ନାମାଙ୍କନ…

Read More

ପ୍ରଥମ ଥର ପାଇଁ କଣ୍ଟାବାଞ୍ଜି ଆସନରୁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ …

ଭୁବନେଶ୍ୱର : ଆଜି (ଗୁରୁବାର)ବଲାଙ୍ଗୀର ଟିଟିଲାଗଡ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ସେଠି ପହଞ୍ଚିବା ପରେ ରାସ୍ତାର ଦୁଇ ପଟରେ ମୁଖ୍ୟମନ୍ତ୍ରୀଙ୍କୁ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହାସହ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଟିଟିଲାଗଡ ଉପଜିଲ୍ଲପାଳ କାର୍ଯ୍ୟାଳୟରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ଦ୍ୱିତୀୟ ନିର୍ବାଚନ କ୍ଷେତ୍ର ଭାବେ କଣ୍ଟାବାଞ୍ଜି ଆସନରୁ ପ୍ରଥମ ଥର ପାଇଁ ନାମାଙ୍କନ ଦାଖଲ କରିଛନ୍ତି ନବୀନ। ଏହି ସମୟରେ ଭିକେ ପାଣ୍ଡିଆନ, ଅନଙ୍ଗ…

Read More

ଓଡ଼ିଶା ବିଧାନସଭାକୁ ମିଳିବ କି ପ୍ରଥମ ମହିଳା ବାଚସ୍ପତି ! ଖୁବ୍ ଶୀଘ୍ର ହେବ ଆନୁଷାଙ୍ଗିକ ଘୋଷଣା

ଭୁବନେଶ୍ୱର : ସେପ୍ଟେମ୍ବର ମାସ ୨୨ ତାରିଖରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଖାଲି ପଡ଼ିଥିବା ବାଚସ୍ପତି ପଦ ନେଇ ମଧ୍ୟ ନିର୍ବାଚନ ହେବାକୁ ଯାଉଛି। ଏହି ପଦରେ ଜଣେ ମହିଳାକୁ ବସାଇବା ପାଇଁ ବିଜେଡି ଚାହୁଁଥିବା ଜଣାପଡିଛି। ଏନେଇ ଏକାଧିକ ନାଁ ଉପରେ ଆଲୋଚନା କରାଯାଇଛି। ଏମିତି କି ମନ୍ତ୍ରୀ ଥିବା ପ୍ରମିଳା ମଲ୍ଲିକ ଏବଂ ଉଷା ଦେବୀଙ୍କ କଥା ମଧ୍ୟ ଆଲୋଚନା ହୋଇଛି। ମାତ୍ର ଏହି ପଦ…

Read More