ରାହୁଲ ଗାନ୍ଧୀଙ୍କୁ ଗୋଡେଇ ଗୋଡେଇ ବିରୋଧ କରୁଛି ରାଜ୍ୟ କଂଗ୍ରେସ

ଭୁବନେଶ୍ୱର: ଦେଶ ହେଉ କି ରାଜ୍ୟ ପ୍ରଶାସନିକସ୍ତରରେ ସଚିବସ୍ତରରେ ହିଁ ଅଧିକାଂଶ ନିଷ୍ପତ୍ତିର ତର୍ଜମା ହୋଇଥାଏ। ମାତ୍ର ଦେଶର ଏହି ସ୍ତରରେ ଅଧା ଲୋକଙ୍କ ପ୍ରତିନିଧିତ୍ୱ କରୁଥିବା ପଛୁଆବର୍ଗଙ୍କ ସଂଖ୍ୟା ନଗଣ୍ୟ ତଥା ନାହିଁ କହିଲେ ଚଳେ। ସେହିପରି ସର୍ବୋଚ୍ଚ ପ୍ରଶାସନ ସ୍ତରରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ସଂଖ୍ୟା ନାହିଁ କହିଲେ ଚଳେ। ଏହି ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସପ୍ତାହେ ହେବ ବକ୍ତବ୍ୟ ରଖି ଆସୁଛନ୍ତି। ମାତ୍ର ତାଙ୍କର ଏହି କାର୍ଯ୍ୟସୂଚୀର ଠିକ୍…

Read More

ଏଆଇସିସି ବୁଝିଲାଣି, ପିସିସି ଜାଣିଶୁଣି ଅବୁଝା……କେବେ ମାଗିବେ ଭୁଲ୍

ଭୁବନେଶ୍ୱର : ପଛୁଆବର୍ଗଙ୍କ ସଂରକ୍ଷଣ ସୁନିଶ୍ଚିତ କରିବା ପାଇଁ କଂଗ୍ରେସ ଅତୀତରେ ଯାହା କରିବାର ଥିଲା। ତାହା କରିପାରିନାହିଁ। ଏଥିପାଇଁ ଶତ ପ୍ରତିଶତ ଅନୁତପ୍ତ। ଏହି କାରଣରୁ ସମସ୍ତଙ୍କୁ କଂଗ୍ରେସ କ୍ଷମା ମାଗୁଛି ବୋଲି ରାହୁଲ ଗାନ୍ଧୀ କହିଛନ୍ତି। ଆଗାମୀ ଦିନରେ କଂଗ୍ରେସ ସମର୍ଥନରେ ସରକାର ଆସିଲେ ଜାତିଭିତ୍ତିକ ଜନଗଣନା କରାଯିବ। ସଂଖ୍ୟା ଯାହାର ଯେତେ ଭାଗ ପାଇବେ ସେମାନେ ସେତେ ନ୍ୟାୟରେ ପଛୁଆବର୍ଗ ଏବଂ ସଂଖ୍ୟାଲଘୁଙ୍କୁ ସଂରକ୍ଷଣ ଦିଆଯିବ ବୋଲି ରାହୁଲ କହିଛନ୍ତି। ରାହୁଲ ଗାନ୍ଧୀଙ୍କ…

Read More

ରାଜ୍ୟ ବିଜେପିକୁ ବଳ ଯୋଗାଉଛି ପ୍ରଦେଶ କଂଗ୍ରେସ, ଏଆଇସିସିକୁ ରିପୋର୍ଟ ଦେଲା ବେସରକାରୀ ସର୍ଭେକ୍ଷଣ ସଂସ୍ଥା

ଭୁବନେଶ୍ୱର :ରାଜ୍ୟରେ ବିଜେଡି ନେତୃତ୍ୱାଧିନ ସରକାର ବିରୋଧରେ ଶାସକ ବିରୋଧି ହାଓ୍ୱା  ଜୋର ଧରୁଥିଲା। ମାତ୍ର ଏହି ସମୟରେ କେନ୍ଦ୍ର ରାଜନୀତି ଏବଂ ଖଣି ରାଜସ୍ୱ ସ୍ୱାର୍ଥ କାରଣରୁ ରାଷ୍ଟ୍ରୀୟ ବିଜେପି ପଛଘୁଞ୍ଚା ଦେଲା। ଖାଲି ସେତକ ନୁହେଁ, ଅମିତ ଶାହା ଆସି ନବୀନ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା କରିଲେ। ତାଙ୍କର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ତଥା ସିଏମଓର ପ୍ରଭାବଶାଳୀ ଅଧିକାରୀଙ୍କ ସହ ଆଲୋଚନା କଲେ। ଏହା ପରେ ବିଜେପି ରାଜନୈତିକ ମହଲରେ ଲୋକହସା ହେଲା। ମାତ୍ର…

Read More

ଜଳେଶ୍ୱର କଂଗ୍ରେସ ବିଧାନସଭା ପ୍ରାର୍ଥୀତ୍ୱକୁ ନେଇ ରାଜନୀତି ସରଗରମ, ନବଜ୍ୟୋତି- ସୁଦର୍ଶନ ଗୋଷ୍ଠୀ ଛକାପଞ୍ଝା

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଭିନ୍ନ କାରଣରୁ ଚର୍ଚ୍ଚାରେ ରହି ଆସିଛି। ଏହି ଆସନରୁ ବିଧାୟକ ଥିବା ଅଶ୍ୱିନୀ ପାତ୍ର ବର୍ତ୍ତମାନ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଅଛନ୍ତି। ଏହି ଆସନ କେତେବେଳେ ବିଜେଡି ତ କେତେବେଳ କଂଗ୍ରେସ ହାତେଇ ଥାଏ। ମାତ୍ର ବିଗତ ଦୁଇଥର ଯାକ ଏହି ଆସନରେ କଂଗ୍ରେସ ବିଜୟୀ ହୋଇଛି। ଗତବର୍ଷ କଂଗ୍ରେସ ପ୍ରାର୍ଥୀ ପରିବର୍ତ୍ତନ କରାଯାଇଥିଲା। ମାତ୍ର ଏହାର କୁଫଳ ବାଲେଶ୍ୱର ସଂସଦୀୟ ଆସନରେ ପଡ଼ିଥିଲା।       …

Read More

ନରସିଂହଙ୍କ ଭୁଲ୍ ସୁଧାରିପାରିବ ତ କଂଗ୍ରେସ, ସାମାଜିକ ନ୍ୟାୟ କଥା କେବେ କହିବେ ମିଶ୍ରେ…

ଭୁବନେଶ୍ୱର : ଠିକ୍ ଛଅ ବର୍ଷ ପୂର୍ବର ଘଟଣା। ବିଧାନସଭା ଅଧିବେଶନ ଜାରି ରହିଥିଲା। ସେ ସମୟର ବିରୋଧି ଦଳ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଦଳୀୟ ବିଧାୟକମାନଙ୍କୁ କିଛି ନିର୍ଦ୍ଦେଶ ଦେଲେ। ହେଲେ ଏହି ନିର୍ଦ୍ଦେଶ ନିଜ ପାଇଁ କିମ୍ବା ସବର୍ଣ୍ଣ ବିଧାୟକ ତାରା ପ୍ରସାଦ ବାହିନୀପତି ଏବଂ ସ୍ୱର୍ଗତ ନବ କିଶୋର ଦାସଙ୍କ ପାଇଁ ନ ଥିଲା। ଥିଲେ ଏ ରାଜ୍ୟର ପ୍ରାୟ ୪୦ ପ୍ରତିଶତ ଜନସଂଖ୍ୟାର ପ୍ରତିନିଧିତ୍ୱ କରୁଥିବା ଅନୁସୂଚିତ…

Read More

ଚେଲ୍ଲା କୁମାର ଭୁଲିଥିଲେ ସୌଜନ୍ୟତା, କିଛି ନେତାଙ୍କ କଥାରେ ବିଶ୍ୱାଳ ପରିବାର ଓ ମୋକ୍କିମଙ୍କୁ ନେଇ କରିଥିଲେ ଆପତ୍ତିଜନକ ଟିପ୍ପଣୀ

ଭୁବନେଶ୍ୱର : କଂଗ୍ରେସ ପ୍ରଭାରୀ ଡକ୍ଟର ଚେଲ୍ଲା କୁମାର ଏବଂ ପୂର୍ବତନ ବିଧାୟକ ଶରତ ରାଉତଙ୍କ ମଧ୍ୟର ଗତ ଦଳୀୟ ବୈଠକରେ ଉଚ୍ଚବାଚ ହୋଇଥିଲା । ଦୀର୍ଘ ସପ୍ତାହ ପରେ ଏହି କଥା ପଦାକୁ ଆସିଛି । କଂଗ୍ରେସର କିଛି ନେତା ପ୍ରଭାରୀ ଚେଲ୍ଲା କୁମାରଙ୍କୁ ପୂର୍ବତନ  ଉପମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ୱାଳ, ପୂର୍ବତନ କାର୍ଯ୍ୟକାରୀ ଚିରଞ୍ଜୀବ ବିଶ୍ୱାଳ ଏବଂ ବିଧାୟକ ମହମ୍ମଦ ମୋକ୍କିମଙ୍କ ବିଷୟରେ କିଛି ଆପତ୍ତିଜନକ ଟିପ୍ପଣୀ ଦେବାକୁ ପ୍ରବର୍ତ୍ତାଇଥିଲେ । ଆଉ ସେମାନଙ୍କ କଥାରେ…

Read More

କାହିଁକି ସୁରଙ୍କ ବିରୋଧରେ ହେଲାନି କାର୍ଯ୍ୟାନୁଷ୍ଠାନ.. ମୋକ୍କିମ୍,ଚିରଞ୍ଜୀବ ଉପରେ କାହିଁକି ନିଲମ୍ବନ…ଜାଣନ୍ତୁ…

ଭୁବନେଶ୍ୱର : ଦଳର ପରିସ୍ଥିତି ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ବିଜେଡି ଓ ବିଜେପିକୁ ସମ୍ମୁଖିନ ହେବାକୁ ସାଧାନ ନାହିଁ। ମାତ୍ର ଏହି ପରିସ୍ଥିତିରେ ଓଡ଼ିଶା କଂଗ୍ରେସ ପକ୍ଷରୁ ଏଆଇସିସି ଦ୍ୱାରା ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି କଂଗ୍ରେସ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। ବର୍ତ୍ତମାନ କଟକ-ବାରବାଟୀ ବିଧାୟକ ଥିବା ମହମ୍ମଦ ମୋକ୍କିମ ଏବଂ ପୂର୍ବତନ ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ହେଲେ ସମାନ ପ୍ରସଙ୍ଗରେ ସୁର ରାଉତରାୟଙ୍କ ଦେହରେ…

Read More

କଂଗ୍ରେସ ଉଠାଉଥିବା ପ୍ରସଙ୍ଗ ବିଜେପିକୁ ଫାଇଦା ଦେବ….ରାଷ୍ଟ୍ରୀୟ ନେତୃତ୍ୱକୁ ରିପୋର୍ଟ ଦେଲା ନିର୍ବାଚନୀ ସର୍ଭେକ୍ଷଣ ସଂସ୍ଥା….

ଭୁବନେଶ୍ୱର : ଶୀର୍ଷକଟି ପଢି ଆଶ୍ଚର୍ଯ୍ୟ ହେଉଥିବେ। ମାତ୍ର ଏକଥା ସତ। ରାଜ୍ୟ କଂଗ୍ରେସର ନିଷ୍କ୍ରିୟତା ଓ ରଣନୀତି ଚୟନ ରାଜ୍ୟ ବିଜେପିକୁ ଫାଇଦାରେ ରଖିବ। ଏକଥା ଆମେ କହୁନାହୁଁ। କେନ୍ଦ୍ରୀୟ ବିଜେପି ପାଇଁ କାମ କରୁଥିବା ନିର୍ବାଚନୀ ସର୍ଭେ ସଂସ୍ଥା ବରାହ ଆନାଲିଟିକ୍ ପକ୍ଷରୁ କୁହାଯାଇଛି। ଓଡ଼ିଶା ସମ୍ପର୍କିତ ଏକ ରିପୋର୍ଟ ନିକଟରେ ବିଜେପି ରାଷ୍ଟ୍ରୀୟ ନେତୃତ୍ୱକୁ ପ୍ରଦାନ କରାଯାଇଛି। ରାଜ୍ୟ କଂଗ୍ରେସର କୌଣସି ରାଜନୈତିକ କାର୍ଯ୍ୟକ୍ରମ ବିଜେପିକୁ ଅଡୁଆ ହେବ ନାହିଁ। ବରଂ ସବୁ…

Read More

ସାଧାରଣ ନିର୍ବାଚନ ପୂର୍ବରୁ ପିସିସି ସଭାପତି ପଦରୁ ଶରତଙ୍କୁ କରାଯାଇପାରେ ଅପସାରଣ

ଭୁବନେଶ୍ୱର : ଯେଉଁ ଦିନ କଂଗ୍ରେସ ସଭାପତି ପିସିସି ସଭାପତିଙ୍କୁ ନିଯୁକ୍ତ କରନ୍ତି, ସେହିଦିନ ଠାରୁ ତାଙ୍କ ହଟାଇବା ପାଇଁ ଏକ ଗୋଷ୍ଠୀ ସଜବାଜ ହୋଇଯାଇଥାଏ। ବର୍ତ୍ତମାନ ସେପରି କିଛି ସ୍ଥିତି ଉପୁଜିନାହିଁ। ହେଲେ ପିସିସି ସଭାପତି ଶରତ ପଟ୍ଟନାୟକ ଆସନ୍ତା ନିର୍ବାଚନ ଯାଏଁ ରହିବେ ନା ନାହିଁ, ସେ ନେଇ ଆଶଙ୍କା ପ୍ରକାଶ ପାଇଲାଣି। ନିଜସ୍ୱ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବା ଅପେକ୍ଷା ଶ୍ରୀ ପଟ୍ଟନାୟକ ଏଆଇସିସି ପ୍ରେସ୍ ରିଲିଜକୁ ଅପେକ୍ଷା କରି ରହୁଛନ୍ତି। ରାଜ୍ୟରେ ଅଣ…

Read More