THAR କିଣି – ସଜେଇ ବନ ବିଭାଗ ହଟହଟା
ଭୁବନେଶ୍ୱର : (ଶୁଭେନ୍ଦୁ ମଲ୍ଲିକ)-ବିଶ୍ଵସ୍ତ ସୂଚନା ଅନୁଯାୟୀ ବନ ବିଭାଗ ଯେଉଁ ଥର୍🚙 ଗାଡ଼ି କିଣା ହେଇଥିଲା l👉 ଯାହାର AG ଅଡିଟ ହେବ ବୋଲି ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ I👉 AG ଅଫିସ ସେଇ ମାମଲା ଯାଞ୍ଚ କରିବା ବେଳେ ସାରୁ ଖୋଳୁ ଖୋଳୁ ମହାଦେବ ବାହାରିବା ଜଳ ଜଳ ଦେଖା ଗଲାଣି❗ ସମସ୍ତେ ଭାବିଥିଲେ ସେଇ ଥର୍ 🚙 ସବୁ CAMPA ଫଣ୍ଡ ରୁ କିଣା ଯାଇଛି ….👉 ହେଲେ ସେଇ ଗାଡ଼ି ଗୁଡ଼ିକ …
