
ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଅଟକ ରଖିଲେ ପାରା ମେଡିକାଲ, ନର୍ସିଂ କର୍ମଚାରୀ
କଟକ: ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ତଥା ସୋନପୁରର ବରିଷ୍ଠ ବିଧାୟକ ନିରଞ୍ଜନ ପୂଜାରୀଙ୍କୁ ଗୁରୁବାର କଟକରେ ହଟହଟା ହେବାକୁ ପଡିଛି। କଟକ ସ୍ଥିତ ଆଚର୍ଯ୍ୟ ହରିହର କର୍କଟ କେନ୍ଦ୍ର ଗସ୍ତରେ ଥିବା ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ପୂଜାରୀଙ୍କୁ ଚୁକ୍ତିଭିତ୍ତିକ ପାରା ମେଡିକାଲ ଓ ନର୍ସିଂ ଷ୍ଟାଫ ଘେରି ଅଟକ ରଖିବା ଲକ୍ଷ୍ୟ ରଖାଯାଇଥିଲା। ସେମାନଙ୍କ ପକ୍ଷରୁ ଏକାଧିକ ଦାବି ଓ ତାହାର ତୁରନ୍ତ ସମାଧାନ ପ୍ରତିଶ୍ରୁତି ନେଇ ମନ୍ତ୍ରୀ ଶ୍ରୀ ପୂଜାରୀଙ୍କୁ ଅଟକ…