Biju legacy : ସେ କାଳ ଖଣ୍ଡରେ ଏମାନଙ୍କ ଚେର ନଥିଲା…..

ଭୁବନେଶ୍ୱର :(ବିଜୟ ସାହୁ)-ସତୁରୀ ଦଶକ ଥିଲା ବିଶ୍ଵବ୍ୟାପୀ ଛାତ୍ର ଆନ୍ଦୋଳନର ଏକ ଐତିହାସିକ କାଳଖଣ୍ଡ । ଏବଂ ଏହା ମଧ୍ୟ ଥିଲା କଂଗ୍ରେସ ଭିତରେ ବିଦ୍ରୋହର କାଳଖଣ୍ଡ ।ଏହି ପ୍ରେକ୍ଷାପଟରେ ଓଡ଼ିଶା ଛାତ୍ର ରାଜନୀତିର କିଛି ଘଟଣାକୁ ଅତୀତାବଲୋକନ କରିବି ।ଘଟଣାଗୁଡିକ ପ୍ରାସଙ୍ଗିକତା କ୍ରମେ ଆଗ ପଛ ହେଇ ପାରେ ।ମୁଁ ପୂର୍ବରୁ କିଛି ପୋଷ୍ଟରେ ଖ୍ରୀଷ୍ଟ କଲେଜର ଛାତ୍ର ପଦୀପ୍ତ ପଣ୍ଡା ରେଭେନ୍ସା କଲେଜ ନିକଟରେ ସହୀଦ ହେବା ଓ ବାମପନ୍ଥୀ  ବିଚାରକ କବି ସଚ୍ଚି…

Read More

ଓଡ଼ିଶା ଓମେନ୍ ଇନ୍ ମିଡିଆ (OWM)ର ୩ୟ ବାର୍ଷିକ ଉତ୍ସବ : ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

ଭୁବନେଶ୍ୱର, ୧୫ ମାର୍ଚ୍ଚ : ଓଡ଼ିଶାର ଗଣମାଧ୍ୟମ ଏବଂ ତତସମ୍ପର୍କିତ କ୍ଷେତ୍ରରେ କାର୍ଯ୍ୟରତ ମହିଳା ପେଶାଜୀବୀମାନଙ୍କର ମଞ୍ଚ ଓଡ଼ିଶା ଉଇମେନ୍ ଇନ୍ ମିଡିଆ (OWM) ର ୩ୟ ପ୍ରତିଷ୍ଠା ଦିବସ ରବିବାର ପାଳିତ ହୋଇଯାଇଛି. ଏହି ଅବସରରେ ସାମିଲ ହୋଇଥିବା ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ଅତିଥିମାନେ ସୁଖୀ ଜୀବନ ଲାଭ କରିବାର ଉପାୟ ବିଷୟରେ ସେମାନଙ୍କ ମତାମତ ରଖିଥିଲେ ଏବଂ ବୃତ୍ତିଗତ ଦାୟିତ୍ୱ ସହ ବ୍ୟକ୍ତିଗତ ସୁସ୍ଥତା ମଧ୍ୟରେ ସନ୍ତୁଳନ ରଖିବା ପାଇଁ ଆତ୍ମଯତ୍ନ (Self-care)ର ଗୁରୁତ୍ୱ…

Read More

ବିକାଶ ହଜିଛି କେନ୍ଦୁଝରରେ… ସରକାର ଖୋଜନ୍ତି Conclave ରେ…

କେନ୍ଦୁଝର : ବାଂଶପାଳ ବ୍ଳକ୍ ର କୋଡିପଶା ପଞ୍ଚାୟତ। ତା’ରି ଭିତରେ ପାହାଡ ତଳେ , ବଣ ଜଙ୍ଗଲ ମଧ୍ୟରେ ଏକ ଛୋଟ ଗାଁ – ଘୁଙ୍ଗି। ଆଦିମ ଜନଜାତି ଜୁଆଙ୍ଗ ଲୋକଙ୍କ ବସତି। ମୋଟ ପରିବାର ସଂଖ୍ୟା ଛତିଶ ହେବ। ଏଇଠୁ ଆସିଛନ୍ତି ମୋହନ ମାଝୀ, ଲୋକଙ୍କ ମୁଖ୍ୟମନ୍ତ୍ରୀ। ଏଇମାନଙ୍କ ବିଧାୟକ।   ଏଠି ସମସ୍ତେ ଗରିବୀର ଧାର୍ଯ୍ୟ ସୀମା ରେଖା ତଳେ। ତଳେ ଅର୍ଥ କାହିଁ କେଉଁ ତଳେ । ତେନ୍ଦୁଲକର କମିଟିର ମତ…

Read More

ହ୍ୱାଟସ୍ ଆପ : ରୋଜଗାର ଦେଉଛି – ଛଡେଇ ବି ନେଉଛି, ଗ୍ରାମୀଣ ମହିଳାଙ୍କ ପାଇଁ  ଡିଜିଟାଲ ଦୁନିଆ କେମିତି ସଙ୍କଟ..

ଭୂବନେଶ୍ବର(ଐଶ୍ଵର୍ଯ୍ୟା ପରିଜା) : ଡିଜିଟାଲ ମୋଡରେ ଏବେ ସାରା ଦୁନିଆ । ଓଡ଼ିଶାର ଗ୍ରାମାଞ୍ଚଳ ମହିଳାଙ୍କ ପାଇଁ ମୋବାଇଲ୍ ଫୋନ୍ ଜୀବନରେଖା ପାଲଟିଛି । ମହିଳାଙ୍କ ପାଇଁ ଡିଜିଟାଲ ଦୁନିଆ କେତେବେଳେ ରୋଜଗାରର ମାଧ୍ୟମ ସାଜିଛି ତ ଆଉ କେତେବେଳେ ଭୟର ଉତ୍ସ ପାଲଟିଛି। ହ୍ୱାଟ୍ସଆପ୍ ମାଧ୍ୟମରେ ଛୋଟ ବ୍ୟବସାୟ ଚଳାଇବା ଠାରୁ ଆରମ୍ଭ କରି ସରକାରୀ ଯୋଜନାଗୁଡ଼ିକୁ ଅନଲାଇନରେ ପ୍ରବେଶ କରିବା ପର୍ଯ୍ୟନ୍ତ, ଡିଜିଟାଲ୍ ପ୍ଲାଟଫର୍ମଗୁଡ଼ିକ ନୂତନ ସୁଯୋଗ ସୃଷ୍ଟି କରିଛି । କିନ୍ତୁ ସୁଯୋଗ…

Read More

ଏହାର କଡା ଜବାବ ଦିଆଯିବ, ପାକିସ୍ତାନ ଏୟାର ଷ୍ଟ୍ରାଇକର ପ୍ରତିକ୍ରିୟା ରଖିଲା ଆଫଗାନିସ୍ତାନ ମନ୍ତ୍ରାଳୟ

ନୂଆଦିଲ୍ଲୀ :ଆଫଗାନିସ୍ତାନ ଉପରେ ଏୟାର ଷ୍ଟ୍ରାଇକ କଲା ପାକିସ୍ତାନ।ଆଫଗାନିସ୍ତାନର ବରମଲରେ ପାକିସ୍ତାନର ଏୟାର ଷ୍ଟ୍ରାଇକରେ ୧୫ ମୃତ। ମଙ୍ଗଳବାର ରାତିରେ ପାକିସ୍ତାନ ଏହି ଆକ୍ରମଣ କରିଛି। ଏଥିରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ କିଛି ମହିଳା ଏବଂ ଶିଶୁ ରହିଥିବା ଜଣାପଡିଛି। ଆଫଗାନିସ୍ତାନରେ ଲୁଚି ରହିଥିବା ପାକିସ୍ତାନୀ ତହରିକ୍ ଏ ତାଲିବାନର ଆତଙ୍କବାଦୀଙ୍କୁ ଟାର୍ଗେଟ୍ କରିବା ଲାଗି ପାକିସ୍ତାନ ଏହି ଏୟାର ଷ୍ଟ୍ରାଇକ୍ କରିଛି।ଏହି ଷ୍ଟ୍ରାଇକରେ ତାଲିବାନ୍ ଆତଙ୍କୀଙ୍କ ତାଲିମ୍ କେନ୍ଦ୍ରକୁ…

Read More

BSNL ର ଏହି ପ୍ଲାନ୍ ଏବେ ଏୟାରଟେଲ ଓ ଜିଓର ହଜାଇଛି ନିଦ…

BSNL ଏପରି ଏକ ରିଚାର୍ଜ ପ୍ଲାନ ଆଣିଛି , ଯାହା ଏବେ ଏୟାରଟେଲ, ଜିଓ, ଭି (ଭୋଡାଫୋନ୍-ଆଇଡିଆ) ର ନିଦ ହଜାଇ ଦେଇଛି | ଏହି ପ୍ରିପେଡ୍ ରିଚାର୍ଜ ଯୋଜନାରେ, ବ୍ୟବହାରକାରୀଙ୍କୁ ୧୫୦ ଦିନର ଦୀର୍ଘ ବୈଧତା ପ୍ରଦାନ କରାଯାଉଛି | କେବଳ ଏତିକି ନୁହେଁ, ବ୍ୟବହାରକାରୀମାନେ ଅସୀମିତ ମାଗଣା ଭଏସ୍ କଲିଂ ଏବଂ ଡାଟାର ଲାଭ ମଧ୍ୟ ପାଇବେ | ଏହା ବ୍ୟତୀତ ସରକାରୀ ଟେଲିକମ୍ କମ୍ପାନୀର ଅନ୍ୟାନ୍ୟ ପ୍ରିପେଡ୍ ଯୋଜନା ମଧ୍ୟ ଅଛି, ଯେଉଁଥିରେ…

Read More

ରାଜ୍ୟରେ ଜାରି ରହିଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ,୩୫ ବିଧାନସଭାରେ ଭାଗ୍ୟ ପରୀକ୍ଷା କରୁଛନ୍ତି ୨୬୫ ପ୍ରାର୍ଥୀ

ଭୁବନେଶ୍ବର ; ଦେଶରେ ପଞ୍ଚମ ପର୍ଯ୍ୟାୟ ଭୋଟ ଜାରି ରହିଥିବା ବେଳେ ରାଜ୍ୟରେ ଆରମ୍ଭ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ। ସକାଳ ୭ରୁ ଭୋଟଗ୍ରହଣ ଆରମ୍ଭ ହୋଇଛି। ସକାଳୁ ସକାଳୁ ବୁଥରେ ଦେଖିବାକୁ ମିଳିଛି ଭିଡ଼ । ଆଜି ୫ ଲୋକସଭା ଆସନ  ଆସ୍କା, କନ୍ଧମାଳ, ବଲାଙ୍ଗିର, ବରଗଡ଼, ସୁନ୍ଦରଗଡର  ୩୫ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଚାଲିଛି ମତଦାନ । ୫ ଲୋକସଭା କ୍ଷେତ୍ରରେ ମୋଟ ୪୦ ଜଣ ପ୍ରାର୍ଥୀ ନିର୍ବାଚନୀ ରଣକ୍ଷେତ୍ରରେ ଅଛନ୍ତି। ଏମାନଙ୍କ ମଧ୍ୟରୁ ୩୪…

Read More

ଓଡ଼ିଶାକୁ ଛୁଟୁଛି ବରିଷ୍ଠ ନେତାଙ୍କ ସୁଅ…

ଭୁବନେଶ୍ବର;ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ ସରିଛି କିନ୍ତୁ ଆଉ ୩ଟି ପର୍ଯ୍ୟାୟ ଭୋଟ ବାକି ରହିଛି । ନିର୍ବାଚନ ସମର ପାଇଁ ସବୁ ଦଳ ମାନଙ୍କ ପ୍ରସ୍ତୁତି ମଧ୍ୟ ଯୋର ଧରିଛି । ତେବେ ଏହାରି ଭିତରେ ଓଡ଼ିଶାକୁ ହେବିୱେଟ ନେତାଙ୍କ ସୁଅ ଛୁଟିବାରେ ଲାଗିଛି । ଗୋଟିଏ ପଟେ  ଭୁନେଶ୍ୱରରେ ନଡ୍ଡାଙ୍କ ରୋଡ୍‌ ସୋ’ । ମାଉସୀ ମା’ ଛକରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ଚାଲିଛି  । ତାଙ୍କ ସହ ରହିଛନ୍ତି ଭୁବନେଶ୍ୱର ସାଂସଦ ପ୍ରାର୍ଥୀ…

Read More

“କେନ୍ଦ୍ର କେବଳ କଥା କହେ,ଆମେ କାମରେ ବିଶ୍ୱାସ କରୁ” ; ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ଗସ୍ତରେ ଯାଇଁ ଉଦବୋଧନ ଦେଇଛନ୍ତି ।   ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରୁ ସ୍ବତନ୍ତ୍ର ବିମାନରେ ବାହାରି ପୂର୍ବାହ୍ନ ସ ୧୧ଟା ୩୦ ରେ ରାଉରକେଲାରେ ବିମାନବନ୍ଦରରେ ପହଞ୍ଚି ସେଠାରୁ ସିଧାସଳଖ ସଭାସ୍ଥଳକୁ ଆସିଥିଲେ। ମୁଖ୍ୟମନ୍ତ୍ରୀ ବିଶାଳ ନିର୍ବାଚନୀ ଜନସମାବେଶକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି ସୁଶାସନ ଓଡ଼ିଶାର ଏକ ନୂଆ ପରିଚୟ ସୃଷ୍ଟି କରିପାରିଛି। ସ୍ୱାସ୍ଥ୍ୟ, ଶିକ୍ଷା, ମହିଳା ଓ ଶିଶୁ ବିକାଶ, ଗମନାଗମନ, ଯୁବକ, ଶ୍ରମିକ, ବରିଷ୍ଠ ନାଗରିକ ପାଇଁ ଏକାଧିକ…

Read More

ମୁମ୍ବାଇ ପାଇଁ ଆଉ ଖେଳିବେନି ରୋହିତ ଶର୍ମା ଜାଣନ୍ତୁ କାହିଁକି…

ଚଳିତ ବର୍ଷର ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାମ୍ପରେ କିଛି ଠିକ୍ ଚାଲିନାହିଁ। ଦଳ ମଧ୍ୟ ପ୍ଲେ ଅଫ୍ ରୁ ବାଦ୍ ପଡ଼ିଛି। ଅଧିନାୟକତ୍ୱ ପରିବର୍ତ୍ତନ ନିଷ୍ପତ୍ତିର ପ୍ରଭାବ ଦଳର ପ୍ରଦର୍ଶନ ଉପରେ ସ୍ପଷ୍ଟ ଦେଖାଯାଉଛି | ଖବର ଅନୁଯାୟୀ, ଦଳ ବର୍ତ୍ତମାନ ଦୁଇଟି ଦଳରେ ବିଭକ୍ତ ହୋଇଛି। ଏପରିକି ଦଳର ଅଭିଜ୍ଞ ଖେଳାଳି ରୋହିତ ଶର୍ମା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ପରସ୍ପରକୁ ସମ୍ମାନ ଦେଉ ନାହାଁନ୍ତି।ରୋହିତ ଏବଂ ହାର୍ଦ୍ଦିକଙ୍କୁ ପୁରା  ଆଇପିଏଲ୍ ସିଜନରେ ଏକାଠି ଅଭ୍ୟାସ…

Read More