୧୦୫ ବିଧାନସଭା ପାଇଁ ମତଗ୍ରହଣ ସରିଥିବା ବେଳ ଆଉ ୧୦ ଭାଗ ଆସନରେ ଭୋଟ ରହିଲା ବାକି ….

ଭୁବନେଶ୍ୱର : ଓଡିଶାରେ ଏଯାବତ୍‍ ୧୫ଟି ଲୋକସଭା ସମେତ ୧୦୫ଟି ବିଧାନସଭା କ୍ଷେତ୍ର ପାଇଁ ମତଗ୍ରହଣ ସରିଥିବାବେଳେ ଉଭୟ ବିଜେପି ଓ ବିଜେଡି ଏହି ଆସନଗୁଡିକରେ ବିପୁଳ ବିଜୟ ହାସଲ କରିବେ ବୋଲି ଦାବି କରୁଛନ୍ତି । ରାଜ୍ୟରେ ଆଉ ୬ଟି ଲୋକସଭା ଓ ୪୨ଟି ବିଧାନସଭା ଆସନପାଇଁ ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ଆଗାମୀ ଜୁନ୍‍ ପହିଲାରେ ହେବ । ସାରା ଦେଶରେ ୫୪୩ଟି ଲୋକସଭା ଆସନ ମଧ୍ୟରୁ ଆଜି ସୁଦ୍ଧା ୪୮୬ଟିରେ ଅର୍ଥାତ୍‍ ପାଖପାଖି…

Read More

୪୧ଟି ଔଷଧର ମୂଲ୍ୟ ହ୍ରାସ କଲେ ସରକାର …

କେତେକ ରୋଗର ଚିକିତ୍ସାରେ ବ୍ୟବହୃତ ହେଉଥିବା  ଔଷଧର ମୂଲ୍ୟ ହ୍ରାସ କରିବା ନେଇ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ୪୧ ଟି ଔଷଧ ଏବଂ ୬ଟି ଫର୍ମୁଲେସନର ମୂଲ୍ୟକୁ କମ କରାଯିବା ନେଇ ସ୍ଥିର କରିଛି କେନ୍ଦ୍ର ସରକାର। ମଧୁମେହ, ହୃଦୟ ଓ ଯକୃତ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ୬ଟି ଫର୍ମୁଲେସନର ମୂଲ୍ୟ ମଧ୍ୟ ହ୍ରାସ କରାଯାଇଛି। ଦର ହ୍ରାସ ନିଷ୍ପତ୍ତି ପରେ ଆଣ୍ଟାସିଡ୍, ମଲ୍ଟିଭିଟାମିନ୍ ଓ ଆଣ୍ଟିବାୟୋଟିକ୍ ଭଳି ଔଷଧ ଶସ୍ତା ହେବ। ନ୍ୟାସନାଲ…

Read More

ହଂକଙ୍କ୍‌ ଓ ସିଙ୍ଗାପୁର ପରେ ଏବେ MDH ମସଲା ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା …

ଚିନ୍ତା ବଢାଉଛନ୍ତି ଭାରତୀୟ ମସଲା କମ୍ପାନି। ଏଭରେଷ୍ଟ୍‌ ପରେ ଏବେ ବହୁ ପୁରୁଣା ମସଲା କମ୍ପାନି ଏମ୍‌ଡିଏଚ୍‌ ଦିନକୁ ଦିନ ଅଧିକ ଚିନ୍ତା ବୃଦ୍ଧି କରିବାରେ ଲାଗିଛି। ହଂକଙ୍କ୍‌ ଓ ସିଙ୍ଗାପୁର ପରେ ଏବେ ଆମେରିକାରେ ମଧ୍ୟ ଏହି ମସଲା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଆମେରିକାର ନିୟାମକ ତଥ୍ୟର ରଏଟର୍ସ ବିଶ୍ଳେଷଣ ଅନୁଯାୟୀ, ଲୋକପ୍ରିୟ ଭାରତୀୟ ମସଲା ବ୍ରାଣ୍ଡ MDH ଉପରେ ଯାଞ୍ଚ  ଚାଲିଛି | ଏହି ମସଲାରେ ହାରାହାରି ୧୪.୫%  ଜୀବାଣୁ ରହିଛନ୍ତି ବୋଲି କହିଛି…

Read More

ସୌରଭ ଗାଙ୍ଗୁଲି – ମହେନ୍ଦ୍ର ସିଂ ଧୋନି ପାରିନଥିଲେ , କରି ଦେଖାଇବେ କି ରାହୁଲ ?

ଭାରତୀୟ ଦଳର ଦକ୍ଷିଣ ଆଫ୍ରିକା ମାଟିରେ ଦିନିକିଆ ରେକର୍ଡ ଏତେ ଖରାପ ଯେ ଆପଣ ଚିନ୍ତା କରି ପାରିବେ ନାହିଁ। ଦକ୍ଷିଣ ଆଫ୍ରିକାରେ ଟିମ୍ ଇଣ୍ଡିଆ ଏପର୍ଯ୍ୟନ୍ତ ମାତ୍ର ଗୋଟିଏ ଦିନିକିଆ ସିରିଜ୍ ଜିତିଛି।ଭାରତୀୟ ଦଳ ଆଫ୍ରିକା ଗସ୍ତରେ ଥିବା ବେଳେ ଉଭୟଙ୍କ ମଧ୍ୟରେ ଦିନିକିଆ ଶୃଙ୍ଖଳା ଚାଲିଛି। ଶୃଙ୍ଖଳାର ପ୍ରଥମ ଦୁଇଟି ମ୍ୟାଚ୍ ପରେ ଶୃଙ୍ଖଳା ଏବେ  ୧-୧ରେ ସମାନ ରହିଛି । ତେବେ ଆଜିପର ମ୍ୟାଚରେ ଯେଉଁ ଦଳ ବିଜୟୀ ହେବ ସେ ଏହି…

Read More

ପୀତବାସଙ୍କୁ ସ୍ୱାବଲମ୍ବୀ କରାଇଛି ଥାଇଲାଣ୍ଡ କୋଳି ଚାଷ…

ରାୟଗଡ଼ା ; ବର୍ତ୍ତମାନ ସମୟରେ ଯୁବପିଢିମାନେ ଚାଷରୁ ମୁଁହ ଫେରେଇ ନେଉଥିବା ବେଳେ ପୀତବାସ ଚାଷ କ୍ଷେତ୍ରରେ ସୃଷ୍ଟି କରିଛନ୍ତି ଏକ ଅନନ୍ୟ ଉଦାହରଣ । ସେ ପନିପରିବା ଚାଷ ହେଉ ଅବା ଫଳ, ଫୁଲ ଚାଷ, ସବୁଥିରେ ଦେଖାଇଛନ୍ତି ନିଜର ପାରଦର୍ଶିତା । ଜୀବନର ଅନେକ ସମସ୍ୟା ପ୍ରତିବନ୍ଧକ ସାଜିଥିଲେ ସୁଦ୍ଧା ସମସ୍ତ ବାଧା ପ୍ରତିବନ୍ଧକକୁ ଏଡାଇ ସଫଳତା ପଛରେ ଆଗେଇ ଚାଲିଛନ୍ତି ପୀତବାସ । ଏପରି ଜଣେ ଯୁବ ଚାଷୀ ହେଉଛନ୍ତି ରାୟଗଡ଼ା ଜିଲ୍ଲା…

Read More

ରାମ ମନ୍ଦିର ଦର୍ଶନ ପାଇଁ ରେଳବାଇ ପକ୍ଷରୁ ବଡ଼ ପ୍ରସ୍ତୁତି , ଏହି ସବୁ ସହରରୁ ଚାଲିବ ୧୦୦୦ରୁ ଅଧିକ ଟ୍ରେନ୍ ଜାଣନ୍ତୁ …

ନୂଆଦିଲ୍ଲୀ ; ରାମ ମନ୍ଦିର ଖୋଲିବା ପରେ ଯାତ୍ରୀମାନଙ୍କ ଦର୍ଶନ ପାଇଁ ଯିବା ଆସିବାରେ ଯେମିତି କୌଣସି ଅସୁବିଧା ନହୁଏ । ଏଥିପାଇଁ ରେଳବାଇ ପକ୍ଷରୁ ବଡ଼ ପ୍ରସ୍ତୁତି କରାଯାଇଛି। ଦେଶର ବିଭିନ୍ନ ସହରରୁ ଅଯୋଧ୍ୟା ପର୍ଯ୍ୟନ୍ତ ୧୦୦୦ରୁ ଅଧିକ ଟ୍ରେନ୍ ଚଳାଚଳ କରିବାକୁ ଯୋଜନା କରିଛି ଭାରତୀୟ ରେଳବାଇ। ରାମ ମନ୍ଦିର ଉଦଘାଟନର ମାତ୍ର କିଛି ଦିନ ପୂର୍ବରୁ ଏହି ଟ୍ରେନ୍ ଚଳାଚଳ ଆରମ୍ଭ ହେବ, ଯାହାଦ୍ୱାରା ଯାତ୍ରୀମାନେ ଆରାମରେ ଅଯୋଧ୍ୟା ଯାତ୍ରା କରିପାରିବେ ।…

Read More

Post Office ର ଏହି ଯୋଜନା ଆପଣଙ୍କ ପଇସାକୁ କରିଦେବ ଡବଲ …

ପୋଷ୍ଚଅଫିସ ବା ଡାକଘର , ଡାକଘର ତାର ଛୋଟ ସଂଚୟକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଏ । ତେବେ ସେହିପରି ପୁଣି ଆଉ ଏକ ଯୋଜନା ଡାକଘର ନେଇଆସିଛି ଯାହାର ନାମ ହେଉଛି କିଷାନ ବିକାଶ ପତ୍ର । ଏହି ଯୋଜନାର ସ୍ବତନ୍ତ୍ରତା ହେଉଛି କି ଏହା ଆପଣଙ୍କ ପଇସାକୁ ଦୁଇଗୁଣ ବା ଡବଲ କରିବାର ବିକଳ୍ପ ରହିଛି । ତେବେ ଆସନ୍ତୁ ଜାଣିବା ଏହି ବିକଳ୍ପ ବିଷୟରେ । ୨୦୨୩-୨୪ ଆର୍ଥିକ ବର୍ଷର ଅକ୍ଟୋବର-ଡିସେମ୍ବର ଅବଧି…

Read More

ମହୁଆଙ୍କ ଆବେଦନର ଶୁଣାଣି ଜାନୁଆରି ୩ କୁ ଘୁଞ୍ଚିଲା …

ସୁପ୍ରିମକୋର୍ଟରେ ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ର ଆବେଦନର ଶୁଣାଣି ଜାନୁଆରି ୩ କୁ ଘୁଞ୍ଚାଇ ଦିଆଯାଇଛି। ମହୁଆ ତାଙ୍କ ଲୋକସଭା ସଦସ୍ୟତା ରଦ୍ଦ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଶୁଣାଣି ଆରମ୍ଭରେ ଖଣ୍ଡପୀଠର ଅଧ୍ୟକ୍ଷ ଜଷ୍ଟିସ ସଞ୍ଜୀବ ଖାନ୍ନା କହିଥିଲେ ଯେ ସେ ତାଙ୍କ ପିଟିସନ ପଢ଼ି ନାହାନ୍ତି। ଏହାକୁ ପଢ଼ିବା ପରେ ହିଁ ସେ ଏହି ବିଷୟର ଶୁଣାଣି କରିବେ। ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଟଙ୍କା ନେବା ଅଭିଯୋଗରେ ତାଙ୍କ ସଦସ୍ୟତା ରଦ୍ଦ…

Read More