
ନିଜ ଯୁକ୍ତିକୁ ଦୃଢ଼ କରିବା
ପାଇଁ ମିଛ ଇତିହାସ ପରିବେଷଣ
ଭୁବନେଶ୍ୱର: (ବିଜୟ ସାହୁ)-ବର୍ତ୍ତମାନ ଟିଭିରେ ଓଡ଼ିଶାର ରାଜନୈତିକ ଝଡ଼ ହେଉଛି ପ୍ରସନ୍ନ ପାଟଶାଣୀ -ଅମର ଶତପଥୀଙ୍କ ନବୀନ ପଟ୍ଟନାୟକଙ୍କୁ ସିଧା ଆକ୍ରମଣ । ଅଵଶ୍ୟ ଏହି ଝଡ଼ ମହାବାତ୍ୟାରେ ପରିଣତ ହେବ କି ଝିପିରି ଝିପିରି ବର୍ଷା ହେଇ କେବଳ ମାଟି ଓଦା କରି ଚାଲିଯିବ ତାହା ସପ୍ତାହ ମଧ୍ୟରେ ସ୍ପଷ୍ଟ ହେଇ ଯିବ ବୋଲି କଣ୍ଟ ଦିଆ ଯାଇଛି ।ଏହି ବିବାଦ ଉପରେ ରାଜ୍ୟର ବରିଷ୍ଠ ସାମ୍ବାଦିକ ନିଜର ମତାମତ ରଖି ଚାଲିଛନ୍ତି ।ବିବାଦ ଆରମ୍ଭରେ…