ଆଳୁ, ପିଆଜ ପରେ ଏବେ ବିଜୁଳି ହେବ ମହଙ୍ଗା

ଭୁବନେଶ୍ୱର : ଓଇଆରସିଙ୍କ ଦ୍ଵିତୀୟ ଦିନ ଜନଶୁଣାଣୀରେ ଓପିଟିସିଏଲ ଓ ଏସଏଲଡ଼ିସି ପରିବହନ ଶୁକ୍ଳ ବୃଦ୍ଧିପାଇଁ ପ୍ରସ୍ତାବ ରଖିଲେ।ସରକାରୀ ଅଂଶଧନ ଓ ଅନୁଦାନ ନିବେଶକୁ ଅପବ୍ୟବହାର କରି ପରିବହନ ଶୁକ୍ଳ ବୃଦ୍ଧି ପାଇଁ ଚକ୍ରାନ୍ତ।ପୋଷ୍ଟେଜ ଷ୍ଟାମ୍ପ ପଦ୍ଧତିରେ ଶୁକ୍ଳ ନିର୍ଣ୍ଣୟ ବେଆଇନି, ପିଓସି ପଦ୍ଧତିରେ ଶୁକ୍ଳ ନିର୍ଣ୍ଣୟ ପାଇଁ ଶକ୍ତି ସମୀକ୍ଷକଙ୍କ ପ୍ରସ୍ତାବ ଉପରେ ଓପିଟିସିଏଲ ରାଜି। ଆୟୋଗଙ୍କ ନିର୍ଦ୍ଧେଶକୁ ଅପେକ୍ଷା। ଆସନ୍ତା ଆର୍ଥିକବର୍ଷ ୨୦୨୫-୨୬ ପାଇଁ ଖୁଚୁରା ବିଦ୍ୟୁତମୂଲ୍ୟ ନିରୂପଣ କରିବା ପାଇଁ ଆଜି ଦ୍ଵିତୀୟ…

Read More

ଟାଟା ପାୱାର କାର୍ଯ୍ୟର ନିୟମିତ ସମୀକ୍ଷା କରିବେ ସରକାର,  ନିର୍ବାଚନୀ ବର୍ଷରେ ବିଜୁଳି ସମସ୍ୟା ବଢାଇଛି ପ୍ରଶାସନର ମୁଣ୍ଡବ୍ୟଥା

ଭୁବନେଶ୍ୱର : ରାଜ୍ୟରେ ବିଦ୍ୟୁତ୍ ବିତରଣ ଦାୟିତ୍ୱ ନେବା ପରଠାରୁ ଟାଟା ପାଓ୍ୱାର ଲଗାତର ଜନଅସନ୍ତୋଷର ଶୀକାର ହେଉଛି। ରାଜ୍ୟରେ ଆଗୁଆ ନିର୍ବାଚନ ହେବାକୁ ଯାଉଛି। ଏନେଇ ଏକାଧିକ ପ୍ରଶାସନିକ ସଙ୍କେତ ବିଗତ ଅଢେଇ ମାସରେ ଦେଖିବାକୁ ମିଳିଲାଣି। ତେଣୁ ଟାଟା ପାଓ୍ୱାରକୁ ରାଜ୍ୟ ସରକାର ହାଡେ ହାଡେ ଜଗିବାକୁ ନିଷ୍ପତ୍ତି ନେଇ ଛନ୍ତି। ଏହି କମ୍ପାନୀର ସମୀକ୍ଷା କାର୍ଯ୍ୟ ସମୀକ୍ଷା କରିବା ଲାଗି ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆର୍‌ସି) ଦ୍ୱାରା କରାଯିବ।  ଆଜି ଠାରୁ…

Read More