
ଅନଲାଇନରେ ଜିନିଷ କିଣି ସାରିବା ପରେ, ପାର୍ସଲ ଖୋଳକୁ ଫୋପାଡୁ ଥିଲେ ହୋଇଯାଆନ୍ତୁ ସାବଧାନ ! ସାଇବର ଠକେଇର ହୋଇପାରନ୍ତି ଶୀ କାର….
ନୂଆଦିଲ୍ଲୀ: ଆଜିକାଲି ଲୋକମାନେ ଅନଲାଇନରେ ଜିନିଷପତ୍ର ଅର୍ଡର କରିବାକୁ ପସନ୍ଦ କରନ୍ତି। କପଡା ଠାରୁ ଆରମ୍ଭ କରି ଘର ପାଇଁ ଛୋଟ ଛୋଟ ଜିନିଷ ମଧ୍ୟ ଅର୍ଡର କରୁଛନ୍ତି,କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଅନଲାଇନରେ ଜିନିଷ ଅର୍ଡର କରିବା ପରେ, ଆପଣଙ୍କୁ କିଛି କଥା ମନେ ରଖିବା ଉଚିତ। ଯଦି ଆପଣ ଅନଲାଇନରେ ଜିନିଷ ଅର୍ଡର କରୁଛନ୍ତି, ତେବେ ଜିନିଷ ଆସୁଥିବା ବାକ୍ସଟିକୁ ଏପରି ଫୋପାଡ଼ି ଦେବା ଉଚିତ୍ ନୁହେଁ। କାରଣ ଆପଣଙ୍କର ବ୍ୟକ୍ତିଗତ ସୂଚନା…