ପ୍ରଦେଶ କଂଗ୍ରେସର ପ୍ରସ୍ତୁତି ଆରମ୍ଭ ପୂର୍ବରୁ ସମ୍ଭାବନା ହ୍ରାସ ହୋଇ ଯାଇ ନ ଥିବ ତ……

ଭୁବନେଶ୍ୱର : ସାଧାରଣ ନିର୍ବାଚନ ପାଖେଇ ଆସିଲାଣି। ବିଜେଡିର ନିର୍ବାଚନ ପ୍ରସ୍ତୁତି ବିରୋଧି ବିଜେପି ଏବଂ କଂଗ୍ରେସ ଠାରୁ ଢେର ଅଧିକ ରହିଛି। କଂଗ୍ରେସର ପ୍ରସ୍ତୁତି ଅପେକ୍ଷାକୃତ କମ୍ ରହିଛି।  ଗତ ନିର୍ବାଚନ ପରେ କଂଗ୍ରେସର ଶୀର୍ଷ ନେତା ମଲ୍ଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓଡ଼ିଶା ଆସିନାହାନ୍ତି। ଇତି ମଧ୍ୟରେ ତିନି ଜଣ ପ୍ରଭାରୀ ଓଡ଼ିଶା କଂଗ୍ରେସ ଦେଖି ସାରିଲେଣି। ଏମାନେ ହେଉଛନ୍ତି- ଜିତେନ୍ଦ୍ର ସିଂ, ଚେଲ୍ଲା କୁମାର ଏବଂ ଅଜୟ କୁମାର। ଫେବୃୟାରୀ…

Read More

ବର୍ତ୍ତମାନ ପିସିସି ସଭାପତିଙ୍କୁ ବଦଳାଇ ବହୁଜନ ବର୍ଗରୁ ପ୍ରତିନିଧିତ୍ୱ ଦେବା ପାଇଁ ଉଠିଲା ସ୍ୱର, ଏଆଇସିସି ନେତାଙ୍କୁ ଚିଠି ଲେଖିଲେ ପୂର୍ବତନ ପିସିସି ସଭାପତି

ଭୁବନେଶ୍ୱର :  ରାଜନୀତି ବହୁତ ବଦଳି ଗଲାଣି। ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନ ଫଳାଫଳ ଆମ ସପକ୍ଷରେ ଗଲାନାହିଁ। କୌଣସି ବର୍ଗର ଭୋଟ କଂଗ୍ରେସ ରଖିପାରିଲା ନାହିଁ। ବିଶେଷ କରି ଆଦିବାସୀ ଭୋଟ୍ ମଧ୍ୟ ଦଳ ବିରୋଧରେ ଗଲା। ଆଗାମୀ ଦିନରେ ଅନୁସୂଚିତ ଜାତି ଭୋଟ ରଖିବା ଦଳ ପାଇଁ କଷ୍ଟକର ହୋଇ ପଡିବ। ଓଡ଼ିଶାର ମୋଟ ଜନସଂଖ୍ୟାର ପ୍ରାୟ ୪୦ % ଆଦିବାସୀ ଏବଂ ଅନୁସୂଚିତ ଜାତି। ଏହି ବର୍ଗ ହିଁ କଂଗ୍ରେସର ମୁଖ୍ୟ ଭୋଟର।…

Read More

ଜାଗା ମିଶନ୍ ଜମି ବଣ୍ଟା ନାଁରେ ବ୍ୟାପକ ଅନିୟମିତତା ଅଭିଯୋଗ ଆଣିଲେ ବିଜୟ ପଟ୍ଟନାୟକ

ଭୁବନେଶ୍ୱର :  ରାଜ୍ୟ ସରକାର ଜମି ଦଲାଲଙ୍କୁ ଅନୁକମ୍ପା ,ଗରିବଙ୍କୁ ପ୍ରତାରଣା କରୁଥିବା କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଛନ୍ତି। ସେହିପରି ରାଜଧାନୀ ଭୁବନେଶ୍ୱରରେ ଏକ ଅରାଜକତାର ବାତାବରଣ ସୃଷ୍ଟି ହେବା ସହ ଏଠାରେ ସରକାରଙ୍କର କୌଣସି ରୁଲ୍ ଅଫ୍ ଲ (Rule of Law) କାର୍ଯ୍ୟ କରୁନଥିବା ଅଭିଯୋଗ ଆଣିଛନ୍ତି କଂଗ୍ରେସ ପ୍ରଚାର କମିଟି ଅଧକ୍ଷ ଶ୍ରୀ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ , ଗରିବ ଲୋକଙ୍କ ପାଇଁ ଏଠାରେ କୌଣସି…

Read More

ହେଲାଣି ସହମତି, ମୋକ୍କିମ ଏବଂ ଚିରଞ୍ଜୀବଙ୍କ ଉପରୁ ଉଠିବ ନିଲମ୍ବନ

ଭୁବନେଶ୍ୱର :  ସାଧାରଣ ନିର୍ବାଚନ ପାଖେଇ ଆସୁଛି। ସବୁ ସ୍ଥାନରେ ଭଲ ପ୍ରାର୍ଥୀ ମିଳିବା ସମ୍ଭବ ନୁହେଁ। ତେଣୁ ଯେଉଁମାନଙ୍କର କିଛି ଭୋଟ୍ ବ୍ୟାଙ୍କ ରହିଛି। ସେମାନଙ୍କୁ ଶୃଙ୍ଖଳାଗତ ଆଖି ଦେଖାଯାଉ। ମାତ୍ର ଦୀର୍ଘଦିନ ଧରି ନିଲମ୍ବନ କରା ନ ଯାଉ। ଏହା ଦ୍ୱାରା ଦଳର ଭୋଟ ବ୍ୟାଙ୍କ୍ କ୍ଷତିଗ୍ରସ୍ତ ହେବ। ଏହି କ୍ରମରେ କେତେକ ବରିଷ୍ଠ ନେତାଙ୍କୁ ନେଇ ଥିବା ମନୋମାଳିନ୍ୟ ଦୂର ହେବାରେ ଲାଗିଛି। ନିକଟରେ ନିଲମ୍ବିତ ହୋଇଥିବା ଚିରଞ୍ଜୀବ ବିଶ୍ୱାଳ ଓ ମହମ୍ମଦ…

Read More

ମୋକ୍କିମ, ଚିରଞ୍ଜୀବଙ୍କ ପାଇଁ ବାହାରିଲେ ସମର୍ଥନ, ଜୋର ଧରିଲା ନିଲମ୍ବନ ପ୍ରତ୍ୟାହାର ଦାବି

ଭୁବନେଶ୍ୱର :   ସେ ଦିନ ଭୁବନେଶ୍ୱରର  ଜୟଦେବ ଭବନରେ  କଂଗ୍ରେସ ଦଳ ବିରୋଧରେ କୌଣସି ଆଲୋଚନା ହୋଇ ନ ଥିଲା। ତାହାକୁ କଦର୍ଥ କରି ହାଇକମାଣ୍ଡ ଆଗରେ ପରିବେଷଣ କରାଯାଇଛି। | ମହମ୍ମଦ ମୋକ୍କିମ ବିନା କଟକରେ କଂଗ୍ରେସକୁ ମହଙ୍ଗା ପଡିବ | ମୋକିମଙ୍କ ପାଇଁ ୪୦ ବର୍ଷ ପରେ କଟକକୁ କଂଗ୍ରେସ ବିଧାୟକ ପଦ ଆସିଥିଲା | ସମସ୍ତ ମହାନଗରରେ କଂଗ୍ରେସ ଶୂନ ଥିବା ବେଳେ ଚଳିତ ନିର୍ବାଚନରେ କଟକରେ ମୋକିମଙ୍କ ଯୋଗୁଁ କଂଗ୍ରେସର ୧୦…

Read More

କାହିଁକି ସୁରଙ୍କ ବିରୋଧରେ ହେଲାନି କାର୍ଯ୍ୟାନୁଷ୍ଠାନ.. ମୋକ୍କିମ୍,ଚିରଞ୍ଜୀବ ଉପରେ କାହିଁକି ନିଲମ୍ବନ…ଜାଣନ୍ତୁ…

ଭୁବନେଶ୍ୱର : ଦଳର ପରିସ୍ଥିତି ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ବିଜେଡି ଓ ବିଜେପିକୁ ସମ୍ମୁଖିନ ହେବାକୁ ସାଧାନ ନାହିଁ। ମାତ୍ର ଏହି ପରିସ୍ଥିତିରେ ଓଡ଼ିଶା କଂଗ୍ରେସ ପକ୍ଷରୁ ଏଆଇସିସି ଦ୍ୱାରା ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି କଂଗ୍ରେସ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। ବର୍ତ୍ତମାନ କଟକ-ବାରବାଟୀ ବିଧାୟକ ଥିବା ମହମ୍ମଦ ମୋକ୍କିମ ଏବଂ ପୂର୍ବତନ ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ହେଲେ ସମାନ ପ୍ରସଙ୍ଗରେ ସୁର ରାଉତରାୟଙ୍କ ଦେହରେ…

Read More