ଖୁବ୍ ଜମିଲା ଓଡ଼ିଶା ସଚିବାଳୟ ଲେଖକ ପରିଷଦର ମାସିକ ସାରସ୍ୱତ ଆସର

ଭୁବନେଶ୍ୱର : ଓଡ଼ିଶା ସଚିବାଳୟ ଲେଖକ ପରିଷଦର ମାସିକ  ସ୍ୱାରସ୍ବତ ଆସର ଲୋକସେବା ଭବନ  ଠାରେ ଅନୁଷ୍ଠିତ ହୋଇଯାଇଛି । ଜଣାଶୁଣା ଗାଳ୍ପିକା ତଥା ଲେଖିକା ବିଜନବାଳା ପାଟଯୋଷିଙ୍କ ସ୍ୱାଗତ ଭାଷଣ ପରେ କବିତା ପାଠୋତ୍ସଵ ଅନୁଷ୍ଠିତ ହୋଇଥିଲା ।  ଏହାକୁ  ସଂଯୋଜନା କରିଥିଲେ ନିବେଦିତା ବେହେରା।  ପୁଷ୍ପାଞ୍ଜଳି ବିଶୋୟୀ,ସଞ୍ଜୟ ଆନନ୍ଦ କୁମାର ତ୍ରିପାଠୀ ,ବିଜନବାଳା ପାଟଯୋଷି , ରଶ୍ମିତା ମହାନ୍ତ ,ପ୍ରଭାତ କୁମାର ରାଉତ , ନିବେଦିତା ବେହେରା  ସ୍ୱରଚିତ କବିତା ପାଠ କରିଥିଲେ । …

Read More