ଓଡ଼ିଶା ଷ୍ଟାଫ ସିଲେକ୍ସନ୍ (OSSC) ର ଶାରିରୀକ ପରୀକ୍ଷା ବେଳେ ଦୁଇ ଯୁବକଙ୍କ ମୃତ୍ୟୁ ସରକାରଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା

ଭୁବନେଶ୍ୱର: ସରକାରୀ ଚାକିରୀ ହେଲା କାଳ । ଶାରିରୀକ ପରୀକ୍ଷା ସମୟରେ ଘଟିଲା ଅଘଟଣ। ଓଡିଶା ଷ୍ଟାଫ୍ ସିଲେକ୍ସନ (OSSC) ର ଶାରୀରିକ ପରୀକ୍ଷା ଚାଲିଥିବା ସମୟରେ ଅଘଟଣ ଦେଖା ଦେଇଛି । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଫରେଷ୍ଟର, ଫରେଷ୍ଟ ଗାର୍ଡ ଓ ଲାଇଭ୍ ଷ୍ଟକ ଇନ୍‌ସ୍ପେକ୍ଟର ପଦବୀ ନିଯୁକ୍ତି ପାଇଁ ଶାରିରୀକ ପରୀକ୍ଷା ଚାଲିଥିବା ସମୟରେ କେନ୍ଦୁଝରର ବ୍ୟୋମକେଶ ନାୟକ ଓ ସୁନ୍ଦରଗଡର ପ୍ରବୀଣ କୁମାର ପଣ୍ଡାଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ …

Read More