
ବେଲୁଚିସ୍ଥାନ ପାକିସ୍ଥାନରୁ ବିଚ୍ଛିନ୍ନ ପ୍ରସଙ୍ଗ: ସମ୍ଭାବନା ଓ କଳ୍ପନା…
ନୂଆଦିଲ୍ଲୀ : (ବିଜୟ ସାହୁ)-ଆମେ ବର୍ତ୍ତମାନ ଯେଉଁ ବେଲୋଚିସ୍ଥାନକୁ ସ୍ୱାଧୀନ ହେଇଗଲା ବୋଲି ମିଡିଆରେ ଶୁଣୁଛେ ସେଇ ବେଲୋଚିସ୍ଥାନର ଉତ୍ପତ୍ତି ଓ ଇତିହାସ ସମ୍ପର୍କରେ ଟିକିଏ ଦୃଷ୍ଟିପାତ କଲେ ଉତ୍ତମ ହେବ ।ଖାନାତେ ହେଉଛି ଏକ ତୁର୍କୀ ଶବ୍ଦ । ଏହାର ଅର୍ଥ ହେଉଛି ଏକ Political Entitiesର ଲର୍ଡ଼ ବା ଶାସକ । ଇଉରୋପ ଭାଷାଗୁଡିକ ରେ ମଧ୍ୟ ତ୍ରୟୋଦଶ ଶତାବ୍ଦୀରେ ଏହି ଶବ୍ଦ ଜଣାଥିଲା । ମଧ୍ୟଯୁଗୀୟ ଲାଟିନରେ ଚାନିସ,ମଧ୍ୟଯୁଗୀୟ ଗ୍ରୀକ ରେ କାନେସ,ପ୍ରାଚୀନ…