ପାଣ୍ଡିଆନ, ଓଡ଼ିଶା ଶାସନ ଓ ନୂଆ ସରକାରଙ୍କୁ ନେଇ ନିଆରା Facebook ବିତର୍କ

ଭୁବନେଶ୍ୱର : ଭିକେ ପାଣ୍ଡିଆନଙ୍କୁ ଭିଲିଆନ ଚିତ୍ରଣ କରି ବିଜେପି ଗତ ନିର୍ବାଚନ ଲଢ଼ି ବିଜୟ ହୋଇଥିଲା l ହେଲେ କିଛି ଦିନ ପରେ ନୂତନ ସରକାର ବର୍ଷେ ପୂରଣ କରିବେ l ମାତ୍ର ଇତି ମଧ୍ୟରେ ପାଣ୍ଡିଆନଙ୍କ ବିରୋଧରେ କୌଣସି ମାମଲା, ଅଭିଯୋଗ ହୋଇ ନାହିଁ l କାର୍ଯ୍ୟାନୁଷ୍ଠାନ ତ ଦୂରର କଥା l ଓଡ଼ିଶାରେ ସାମାଜିକ ଗଣମାଧ୍ୟମରେ ପାଣ୍ଡିଆନ ଆଜି ବି ପ୍ରାସଙ୍ଗିକ l ଏହାକୁ ନେଇ ରଙ୍ଗାଚରଣ ପ୍ରଧାନ ଓ ବିଶ୍ୱରାଜ ନାୟକଙ୍କ…

Read More

ଆସୁଛି ବିଜେଡିର ବିକାଶ ପୁସ୍ତକ, ଏଥିରୁ ଉଭାନ ପଞ୍ଚାୟତ ପ୍ରତିନିଧି, ସ୍ଥାନୀୟ ବିଧାୟକ …

ଭୁବନେଶ୍ୱର :  ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସରିଲା। ଏହା ପରେ ସାମାଜିକ ସୁରକ୍ଷା ଯୋଜନା ଅଧିନରେ ସର୍ବନିମ୍ନ ପାଞ୍ଚଶହ ଟଙ୍କା ଭତ୍ତା ବୃଦ୍ଧି କରାଯିବ। ପୂର୍ବରୁ ଆମ ଓଡ଼ିଶା , ନବୀନ ଓଡ଼ିଶାରେ ଯୋଜନାରେ ପ୍ରକଳ୍ପ ଘୋଷଣା ହୋଇସାରିଛି। ନିର୍ବାଚନ ଘୋଷଣା ତାରିଖ ପାଖେଇବା କ୍ଷଣି ପ୍ରକଳ୍ପ ଶୁଭାରମ୍ଭ ଓ ଶିଳାନ୍ୟାସର ବନ୍ୟା ଆସିବ। ନିର୍ବାଚନକୁ ସମ୍ପୂର୍ଣ୍ଣ ନବୀନ ପଟ୍ଟନାୟକ, ଭି.କେ ପାଣ୍ଡିଆନ୍ ଏବଂ 5-ଟି ଉପକ୍ରମ କାର୍ଯ୍ୟକ୍ରମ କୈନ୍ଦ୍ରିକ କରାଯାଉଛି। କୌଣସି ବିଧାୟକ,ଏମପି, ଜନ ପ୍ରତିନିଧି…

Read More