ଅତନୁ ନିଜ ବହିରେ କାହା ବିଷୟରେ ଲେଖିଛନ୍ତି….. କଣ ରହିଛି ତୃତୀୟ ଅଧ୍ୟାୟରେ…

ଭୁବନେଶ୍ୱର : ବିଜେଡିର ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକଙ୍କ ପୁସ୍ତକ ଆସୁଛି। ତାହା ପୁଣି ଖୁବ୍ ଅଳ୍ପଦିନ ଭିତରେ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହା ଲୋକର୍ପଣ ହେବାକୁ ଯାଉଛି। ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାଓ୍ୱଲା ମଧ୍ୟ ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହାର ନିମନ୍ତ୍ରଣ ପତ୍ର ଗଣମାଧ୍ୟମ ପ୍ରତିନିଧି, ରାଜନୈତିକ ବ୍ୟକ୍ତି ବିଶେଷ ଏବଂ ଅତନୁ ସବ୍ୟସାଚୀଙ୍କ ବନ୍ଧୁ ମଣ୍ଡଳୀ ନିକଟରେ ପହଞ୍ଚି ଗଲାଣି।…

Read More

କେନ୍ଦ୍ରାପଡ଼ା : କଟିସାରିଲାଣି ତିନି ଜଣଙ୍କ ଟିକେଟ୍, ନୂଆ ଚେହେରା ଖୋଜିଲାଣି ବିଜେଡି

ଭୁବନେଶ୍ୱର: ମାସ କେଇଟା ପରେ ସାଧାରଣ ନିର୍ବାଚନ। ଭୋଟ ବେଳ ଯେତିକି ପାଖେଇ ଆସୁଛି, କେନ୍ଦ୍ରାପଡ଼ା ରାଜନୀତି ସେତିକି ଜମୁଛି। ଦୀର୍ଘଦିନ ଧରି ଶାସକ ଦଳ ବିଜେଡିରୁ ଟିକେଟ୍ ଉପରେ ସମସ୍ତଙ୍କ ନଜର ରହିଛି। ଜିଲ୍ଲାର ତିନୋଟି ଆସନର ବିଜେଡି ଟିକେଟ୍ ବଦଳିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ଏହି ଆସନ ଗୁଡିକ ହେଉଛି- କେନ୍ଦ୍ରାପଡ଼ା(ସଂରକ୍ଷିତ), ରାଜନଗର ଏବଂ ପାଟକୁରା। ତେଣୁ ଏହି ଆସନ ପାଇଁ ନୂଆ ମୁହଁ ତଥା କିଛି ପୁରୁଣା ମୁହଁଙ୍କୁ ନେଇ ବିଚାରବିମର୍ଶ…

Read More