PM jeevan Jyoti Bima Yojana; ମାତ୍ର ୪୩୬ ଟଙ୍କାରେ ମିଳିବ ୨ ଲକ୍ଷର ବୀମା କେମିତି ଜାଣନ୍ତୁ …

ଦେଶର ନାଗରିକମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସୁଦୃଢ ଏବଂ ସୁରକ୍ଷିତ କରିବା ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା ଚଳାଉଛନ୍ତି। ଏହିପରି ଗୋଟିଏ ଯୋଜନା ହେଉଛି ପ୍ରଧାନ ମନ୍ତ୍ର ଜୀଭନ୍ ଜ୍ୟୋତି ବିମା ଯୋଜନା (PM jeevan Jyoti Bima Yojana )। ଏହି ବୀମା ଯୋଜନା ମାଧ୍ୟମରେ ସରକାର ଦେଶର ପ୍ରତ୍ୟେକ ବିଭାଗର ନାଗରିକଙ୍କୁ ବହୁତ କମ୍ ଟଙ୍କାରେ ବୀମା ଯୋଗାଉଛନ୍ତି। ଯେକୌଣସି ନାଗରିକ ବାର୍ଷିକ ମାତ୍ର ୪୩୬ ଟଙ୍କା ଦେଇ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ…

Read More