ଯଦି ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଭରତପୁର ଘଟଣା ହୋଇଥାନ୍ତା…ତେବେ ଏମାନେ କ’ଣ କହିଥାନ୍ତେ..
ଭୁବନେଶ୍ୱର : ଓଡ଼ିଶାର ରାଜଧାନୀ ଭରତପୁର ଥାନାରେ ଘଟିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର କାରଣ ହୋଇଛି। କାରଣ ଏହି ମାମଲାରେ ଓଡ଼ିଶା ପୋଲିସ୍ , ଭାରତୀୟ ସେନା ସହ ଥିବା ଜଣେ ବ୍ୟକ୍ତି ଓ ତାଙ୍କ ବାନ୍ଧବୀ ସଂପୃକ୍ତ। ଏହି ମାମଲା ଆଉ ଏକ ଦିଗ ହେଉଛି- ଭଣଜା କୁଆଡେ ଗଲା। ସେ ଭଣଜା କିଏ। କାହା ଭଣଜା। କୁଆଡେ ଗଲା। ଏନେଇ ମଧ୍ୟ କିଛି ସ୍ପଷ୍ଟତା ମିଳୁନାହିଁ। ତେବେ ଏ ସବୁ କଥା ଛାଡନ୍ତୁ। ଏହି…