ଜଟଣୀ ନିର୍ବାଚନମଣ୍ଡଳୀରେ କାହାକୁ ମିଳିବ..ବିଜେଡି ଟିକେଟ୍….ନନା ଓ ସୁରଙ୍କ ପୁଅ ମଧ୍ୟରେ ଛକାଛକି..
ଜଟଣୀ : ୨୦୦୭ ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦରେ ବିଜୟୀ ହୋଇ ଖୋର୍ଦ୍ଧା ଜିଲ୍ଲା ରାଜନୀତିରେ ନିଜ ଅଲଗା ଉପସ୍ଥିତି ଜାହିର କରିଥିଲେ ବିଭୂତି ବଳବନ୍ତରାୟ। ନିଜ ଦଳ କଂଗ୍ରେସ ଛାଡି ସେ ବିଜେଡିରେ ସାମିଲ ହୋଇଥିଲା। ଏହା ପରେ ପ୍ୟାରୀ ମୋହନ ମହାପାତ୍ରଙ୍କ ଗୋଷ୍ଠୀର ସେ ଜଣେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟରତ ଥିଲେ। 2009ରେ ଜଟଣୀରୁ ବିଧାନସଭା ଟିକେଟ୍ ପାଇବା ସହ ବିପୁଳ ବ୍ୟବଧାନରେ ଭେଟେରାନ୍ ସୁରେଶ ରାଉତରାୟ ଏବଂ ଶରତ ପାଇକରାୟଙ୍କୁ ପରାସ୍ତ…
