ଦିନକୁ ଦିନ କମୁଛି ବିଜେଡ଼ି ଲୋକପ୍ରିୟତା, ଏକାଧିକ ଜାତୀୟ ସଂସ୍ଥା ଦେଲେଣି ମତ
ଭୁବନେଶ୍ୱର : ବିଜୁ ଜନତା ଦଳ ପ୍ରତି ଥିବା ପୂର୍ବ ସମର୍ଥନ ଲଗାତର ହ୍ରାସ ପାଉଛି। ଜନମନ ପୋଲ୍, ଟାଇମ୍ସ ନାଓ ଏବଂ ଇଣ୍ଡିଆ ଟୁଡେ-ସିଭୋଟର ସର୍ଭେରୁ ଏହା ଜଣାପଡିଛି। ଲୋକସଭା ଆସନରେ ବିଜେଡିକୁ ପଛରେ ପକାଇ ବିଜେପି ଅଧିକ ଆସନ ଜିତିବ ବୋଲି ସମସ୍ତ ସଂସ୍ଥା ପୂର୍ବାନୁମାନ କରିଛନ୍ତି। ପ୍ରଥମଥର ପାଇଁ ନବୀନ ପଟ୍ଟନାୟକଙ୍କ ଉପରେ ଅସନ୍ତୁଷ୍ଟ ସଂଖ୍ୟା ୫୦ ପ୍ରତିଶତ ଛୁଇଁବାକୁ ବସିଲାଣି। ପ୍ରାୟ ୭୦ ପ୍ରତିଶତ ମତ ନବୀନଙ୍କ କାର୍ଯ୍ୟକଳାପକୁ ନାପସନ୍ଦ କରିଛନ୍ତି।…
