କାହିଁକି ଇଏ ବିଜେଡିର ତୃତୀୟ କ୍ଷମତାଶାଳୀ ବ୍ୟକ୍ତି, ଆଗୁଆ ପ୍ରାର୍ଥୀତ୍ୱ ଘୋଷଣା କରି ସଙ୍କେତ ଦେଲା କି ବିଜେଡି…
ଭୁବନେଶ୍ୱର : ବିଜେଡିରେ ମୁଖ୍ୟ କ୍ଷମତା କେନ୍ଦ୍ର ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ। ସେ ଦଳର ଏକ ନମ୍ବର ବ୍ୟକ୍ତି। ବିଜେଡିରେ କିଏ ଦୁଇ ନମ୍ବର, ତାହା ଜଣା ପଡେ ନାହିଁ। କେତେବେଳେ ବିଜୟ ମହାପାତ୍ର ତ ପୁଣି କେତେବେଳେ ପ୍ୟାରୀମୋହନ ମହାପାତ୍ର । ମାତ୍ର ପ୍ରଶାସନିକ ସେବାକୁ ଅବସର ନେଇଥିବା ଭି.କେ ପାଣ୍ଡିଆନ୍ ବିଜେଡିରେ ଯୋଗଦାନ କରିବା ପରେ ଦଳର ଦୁଇ ନମ୍ବର କିଏ, ତାହା ପ୍ରମାଣିତ ହୋଇଯାଇଛି। ନବୀନ ପଟ୍ଟନାୟକ ଦଳର…