
ନୂଆଦିଲ୍ଲୀ ଗସ୍ତ ପରେ ବିଜେପି ନେତାଙ୍କ ନୀରବତା ନେଇ ବିଜେଡି-ବିଜେପି ମଧ୍ୟରେ ଭାଲେଣି…ସ୍ପଷ୍ଟ ଚିତ୍ର ନେଇ ଆହୁରି ଅପେକ୍ଷା ….ଶାହା ଆସିବେ ଜାନୁୟାରୀରେ…
ଭୁବନେଶ୍ୱର : ସାଧାରଣ ନିର୍ବାଚନ ପାଖେଇ ଆସିଲାଣି। ବିଜେଡି, କଂଗ୍ରେସ ଓ ବିଜେପି ପାଗ ଭିଡ଼ିଲାଣି। ନିକଟରେ ବିଜେପି ବିଧାୟକମାନେ ନୂଆଦିଲ୍ଲୀ ଗସ୍ତ କରିଥିଲେ। ଏହି ସମୟରେ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଥିଲେ। ଏହି ସମୟରେ ଆଗ ଅପେକ୍ଷା ଅଧିକ ପ୍ରଦର୍ଶନ କରି ଦଳକୁ ସୁଦୃଢ କରିବାକୁ ଶ୍ରୀ ମୋଦି ପରାମର୍ଶ ଦେଇଥିଲେ। ମାତ୍ର ଇତି ମଧ୍ୟରେ ବିଧାୟକମାନେ ଓଡ଼ିଶା ଫେରିଲେଣି। ସେମାନଙ୍କ…