
ଉପ-ମୁଖ୍ୟମନ୍ତ୍ରୀ ହେବ ଭି.କେ ପାଣ୍ଡିଆନ୍ , ସିଏମଓ ଅଧିକାରୀସ୍ତରରେ ଅଦଳବଦଳ
ଭୁବନେଶ୍ୱର: କେବଳ ଦଳ ନୁହେଁ। ରାଜ୍ୟ ସରକାରରେ ରାଜନୈତିକ ପଦରେ ଭି.କେ ପାଣ୍ଡିଆନ୍ ଅବସ୍ଥାପିତ ହୋଇ ପାରନ୍ତି। ଏନେଇ ଦଳୀୟ ମହଲରେ ଆଲୋଚନା ଜୋର ଧରିଛି। ଆସନ୍ତା ଜନରାଜ୍ୟ ଦିବସ ପୂର୍ବରୁ ଭି.କେ ପାଣ୍ଡିଆନ୍ ରାଜ୍ୟ ସରକାରଙ୍କ ଉପ-ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇ ପାରନ୍ତି। ଆଗାମୀ ପ୍ରତିଷ୍ଠା ଦିବସ ପୂର୍ବରୁ ଦଳୀୟ ଦାୟିତ୍ୱ ପରେ ଏହି ଦାୟିତ୍ୱ ପ୍ରଦାନ ଉତ୍ସବ ନିରାଡମ୍ବର ଢଙ୍ଗରେ ପାଳନ କରାଯିବ। ଭି.କେଙ୍କ ରାଜନୈତିକ ଦାୟିତ୍ୱ ପରେ ସିଏମଓ ପ୍ରଶାସନରେ ଏକ ଅଦଳବଦଳ…