ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପୁଣ୍ୟତିଥି: Twitterରେ ..ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଉପ-ମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଉପଯୁକ୍ତ ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଦେଇପାରିଲେ ନାହିଁ…
ଭୁବନେଶ୍ୱର : ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଆଜି ପୁଣ୍ୟତିଥି। ଖାଲି ଭାରତ ନୁହେଁ, ବିଶ୍ୱର କୋଣ ଅନୁକୋଣରେ ଏହି ଦିବସଟିକୁ ମର୍ଯ୍ୟାଦାର ସହ ମନେ ପକାଯାଇଥାଏ। ବିଭିନ୍ନ ରାଷ୍ଟ୍ରମୁଖ୍ୟ, ରାଷ୍ଟ୍ର ନାୟକ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଏହି ଦିବସକୁ ମର୍ଯ୍ୟାଦାର ସହ ମନେ ପକାଇ ଥାଆନ୍ତି। ସ୍ୱାଧୀନ ଭାରତର ଏହି ଦିନ ଏକ କଳା ଦିବସ। କାରଣ ଜଣେ ଭାରତୀୟ ଅତି ବର୍ବରତାର ସହ ଆତତାୟୀ ଭାବେ ଜାତିର ପିତା ତଥା ସମସ୍ତଙ୍କ ପ୍ରିୟ ବାପୁଙ୍କୁ ଗୁଳି…
