
ଚୌକିରେ ବସି ଭାଇରାଲ ହୋଇଗଲେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ , ଛିଡା ହୋଇ ଲୋକହସା ହେଲେ ବିଜେଡି ବିଧାୟକ ଓ ନେତା
ଭୁବନେଶ୍ୱର : ବିଜେଡି ବିଧାୟକ ରୋହିତ ପୂଜାରୀଙ୍କ ସମେତ କିଛି ଦଳୀୟ ନେତାଙ୍କ ଫଟୋ କିଛି ଦିନ ହେବ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋଟିରେ କୌଣସି ଆପତ୍ତିଜନକ ନୁହେଁ। ବରଂ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଥଟ୍ଟା କରୁଥିବା ଏକ ନିଦର୍ଶନ। କୌଣସି ଏକ ପ୍ରସଙ୍ଗରେ ଦାବି ପତ୍ର ଦେବା ସମୟରେ ବିଜେଡି ବିଧାୟକ ଏବଂ ନେତାମାନେ ଆଜ୍ଞାଧୀନ ଛାତ୍ର ଭାବେ ଛିଡ଼ା ହୋଇ ଥିବାର ଲକ୍ଷ୍ୟ କରାଯାଇଛି। ସେହିପରି ଅନନ୍ୟା ଦାସ, ଯିଏକି…