ବ୍ୟବସାୟ କରିବା ପାଇଁ ସରକାର ଦେବେ ଟଙ୍କା କେମିତି ଜାଣନ୍ତୁ …
କେନ୍ଦ୍ର ସରକାର ସବୁ ବର୍ଗର ଲୋକଙ୍କ ପାଇଁ ଅନେକ ପ୍ରକାରର ଯୋଜନା ତିଆରି କରିଛନ୍ତି । ସେହିପରି ଆମେ ଆପଣଙ୍କୁ ଏମିତି ଏକ ଯୋଜନା ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କୁ ବ୍ୟବସାୟ କ୍ଷେତ୍ରରେ ଆର୍ଥିକ ସହାୟତା ଯୋଗାଇବ । ନିଜର ବ୍ୟବସାୟ ଆରମ୍ଭ କରିବା ପାଇଁ ବହୁ ଟଙ୍କାର ଆବଶ୍ୟକତା ରହିଥାଏ । ତେବେ ଏହି କ୍ଷେତ୍ରରେ ଆମ୍ଭେ ମାନେ ବ୍ୟାଙ୍କର ଦ୍ବାରସ୍ତ ହୋଇଥାନ୍ତି । କିନ୍ତୁ ଅନେକ କ୍ଷେତ୍ରରେ ବ୍ୟାଙ୍କର ସର୍ତ୍ତାବଳି ବା ଦରକାରି…
