ମୁଁ ଇସ୍ତଫା କାହିଁକି ଦେବି ବୋଲି କହିଲେ ସୁଜାତା, ବବି କହିଲେ ବିଜେପିର ଦମ୍ ଅଛି ଯଦି ବାନ୍ଧି ଜେଲ ନେଉ…

ଭୁବନେଶ୍ୱର : ଯାଜପୁର ବିଧାନସଭା ଆସନରେ ଉପନିର୍ବାଚନ ଚର୍ଚ୍ଚା ମଧ୍ୟରେ ପ୍ରଣବ ପ୍ରକାଶ ଦାସଙ୍କ ନୂଆ ବୟାନ ଆଲୋଚନାର କାରଣ ହୋଇଛି l ସଭାରେ କର୍ମୀଙ୍କ ଉପସ୍ଥିତି ଓ ଉତ୍ସାହକୁ ଦେଖି ତାଙ୍କର ମନୋବଳ ଆସିଛି ବୋଲି ବବି କହିଛନ୍ତି l  କେବଳ ସେତିକି ନୁହେଁ, ନୂଆ ସରକାରଙ୍କୁ ମଧ୍ୟ ସେ ଖୋଲା ଆହ୍ବାନ ଦେଇଛନ୍ତି। ଯଦି ଦୁର୍ନୀତି କରିଛି, ୪ ମାସ ହେଲାଣି ତାଙ୍କୁ ଏଯାଏ ବାନ୍ଧିନାହାନ୍ତି କାହିଁକି ବୋଲି ପ୍ରଶ୍ନ କରିଛନ୍ତି। ଜେଲ୍‌ରେ ପୂରାଅ…

Read More

ଆସନ ସହ ଜିଲ୍ଲା ବଦଳିବ ଏହି ନେତାମାନଙ୍କର…. କେନ୍ଦ୍ରାପଡ଼ାରୁ ମଇଦାନକୁ ଓହ୍ଲାଇବେ ପ୍ରଶାସିକା …

ଭୁବନେଶ୍ୱର : ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡ଼ି ବ୍ୟାପକ ପରୀକ୍ଷାନିରୀକ୍ଷା କରିବାକୁ ଯାଉଛି। ଏହି କ୍ରମରେ ଦଳର କିଛି ପ୍ରମୁଖ ନେତାମାନଙ୍କ ଆସନ ପରିବର୍ତ୍ତନ କରାଯିବାର ସମ୍ଭାବନା ରହିଛି। ଏହି ତାଲିକାରେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ  ଏବଂ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ପ୍ରମୁଖ ରହିଛନ୍ତି। ସେହିପରି ଜଣେ ଉଚ୍ଚ ଶିକ୍ଷିତା ମହିଳା କେନ୍ଦ୍ରାପଡ଼ା ଜିଲ୍ଲାର  ଯେ କୌଣସି ଆସନରୁ ବିଧାନସଭା ଲଢିବାର ସମ୍ଭାବନା ରହିଛି।…

Read More