
ପ୍ରବାସୀ ଭାରତୀୟ ଦିବସରେ ଡକ୍ଟର ରେଖା ଚତୁର୍ବେଦୀଙ୍କ ପୁସ୍ତକ “ଫିଜି ମେଁ ଭାରତୀୟୋଁ କା ଇତିହାସ ତଥା ଉନ୍କା ଜୀବନ (୧୮୭୯-୧୯୪୭)” ଉନ୍ମୋଚିତ
ଭୁବନେଶ୍ୱର: ପ୍ରବାସୀ ଭାରତୀୟ ଦିବସ ଅବସରରେ ବିଶିଷ୍ଟ ଲେଖିକା ତଥା ଶିକ୍ଷାବିତ୍ ଡକ୍ଟର ରେଖା ଚତୁର୍ବେଦୀଙ୍କ ପୁସ୍ତକ “ଫିଜି ମେଁ ଭାରତୀୟୋଁ କା ଇତିହାସ ତଥା ଉନ୍କା ଜୀବନ’ ଉନ୍ମୋଚିତ ହୋଇଛି। ୨୦୨୫ ଜାନୁଆରି ୯ରେ ୧୮ତମ ପ୍ରବାସୀ ଭାରତୀୟ ଦିବସକୁ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦ୍ଘାଟନ କରିଛନ୍ତି।ଡକ୍ଟର ରେଖା ଚତୁର୍ବେଦୀ ହେଉଛନ୍ତି ସ୍ୱର୍ଗତ ଶ୍ରୀ ପଣ୍ଡିତ ବନାରସୀ ଦାସ ଚତୁର୍ବେଦୀଙ୍କ ନାତୁଣୀ। ରାଜ୍ୟସଭା ସାଂସଦ ବନାରସୀଦାସ ଚତୁର୍ବେଦୀ ପ୍ରବାସୀ ଭାରତୀୟଙ୍କ ପାଇଁ…