ବଡ଼ ବିତର୍କ : ରାଷ୍ଟ୍ରପତି, ସଂସଦ ଓ ନିୟମ
ନୂଆଦିଲ୍ଲୀ:(ବିଜୟ ସାହୁ)-ତାମିଲନାଡୁ ରାଜ୍ୟପାଳଙ୍କ ନିଷ୍ପତ୍ତି ଉପରେ Reference ପ୍ରଶ୍ନକୁ ସୁପ୍ରିମ କୋର୍ଟ ରାୟରେ ସମସ୍ତ ସାମ୍ବିଧାନିକ ପ୍ରଶ୍ନର ଉତ୍ତର ଦିଆ ସରିଛି । ତେଣୁ ରାଷ୍ଟ୍ରପତିଙ୍କ Reference ଅପ୍ରୟୋଜନ ।ସମ୍ବିଧାନର ଅନୁଛେଦ 145(3) ଅନୁଯାୟୀ 5ଜଣିଆ ସମ୍ବିଧାନ ବେଞ୍ଚର ଆବଶ୍ୟକତା ନାହିଁ । ଡିଭିଜନ କିମ୍ବା ତିନି ଜଣିଆ ବେଞ୍ଚ ସାମ୍ବିଧାନିକ ପ୍ରଶ୍ନ ଉପରେ ଅତୀତରେ ଉତ୍ତର ଦେଇ ସାରିଛନ୍ତି । ସୁପ୍ରିମକୋର୍ଟ ସମ୍ବିଧାନିକ ବିଶ୍ୱସ୍ତତାକୁ ବଜାୟ ରଖିବା ପାଇଁ ଟାଇମ ଲାଇନ ନିର୍ଦ୍ଧାରଣ କରିବା ଜରୁରୀ…
