ବିଳମ୍ବିତ ନ୍ୟାୟ ସାରା ଦେଶ ପାଇଁ ଚିନ୍ତାର ବିଷୟ  : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

କଟକ : ବିଚାରବ୍ୟବସ୍ଥା ପ୍ରକ୍ରିୟାରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ତ୍ୱରିତ ନ୍ୟାୟ ନେଇ ତତ୍ପରତା ପ୍ରକାଶ କରିବା ଦରକାର। କୌଣସି ମାମଲା ଠିକ୍ ସମୟରେ ଏବଂ ତୁରନ୍ତ ଫଇସଲା ହେବା ଦରକାର। ନ୍ୟାୟ ଯେତେ ଶୀଘ୍ର ମିଳିବ, ସେତେ ସୁଫଳ ମିଳିବ। ବିଳମ୍ବିତ ନ୍ୟାୟ ଭାରତବର୍ଷରେ ଚିନ୍ତାର ବିଷୟ ବୋଲି ରାଷ୍ଟ୍ରପତି ମହୋଦୟା ଦ୍ରୌପଦୀ ମୁର୍ମୁ କହିଛନ୍ତି। ବୁଧବାର କଟକ ସ୍ଥିତି ଓଡ଼ିଶା ହାଇକୋର୍ଟର ପଞ୍ଚସ୍ତରୀ ତମ ପୂର୍ତ୍ତି ଉତ୍ସବରେ ଯୋଗ ଦେଇ ରାଷ୍ଟ୍ରପତି ମହୋଦୟା ଏହା…

Read More