
ପୁରୀ-ନିମାପଡ଼ା ବିଜେଡି ରାଜନୀତିରେ ନିଆରା ସଂଯୋଗ, ବଦଳୁଛି ସମୀକରଣ…ଶଙ୍ଖ ଭବନ କ୍ୟାଣ୍ଟିନରେ କଣ ହୋଇଥିଲା ଆଲୋଚନା..
ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଖେଇ ଆସିଲାଣି। କେନ୍ଦ୍ରୀୟ ବିଜେପି ନେତାଙ୍କୁ ଲୋକସଭା ଆସନ ଚିନ୍ତା ଘାରିଛି। ଅନୁରୂପ ଭାବେ ବିଜେଡିକୁ ବିଧାନସଭା ଆସନ ଚିନ୍ତା ଘାରିବାକୁ ଲାଗିଛି। ଏହି କ୍ରମରେ ଉପକୂଳ ଓଡ଼ିଶାରେ ପୁରୀ ଏବଂ ଭଦ୍ରକ ଜିଲ୍ଲାରେ ବିଜେପି ନିଜକୁ ଶକ୍ତିଶାଳୀ କରି ପୂର୍ବାପେକ୍ଷା ଅଧିକ ବିଧାନସଭା ଆସନ ହାତେଇବ ବୋଲି କେତେକ ସର୍ଭେକ୍ଷଣ ସଂସ୍ଥା ରିପୋର୍ଟ ଦେଇଥିଲେ। ମାତ୍ର ଅମିତ ଶାହାଙ୍କ ଗସ୍ତ ସହ ଏକାଧିକ କେନ୍ଦ୍ର ମନ୍ତ୍ରୀଙ୍କ ମେଣ୍ଟ ନ ହେବା ସଫେଇ…