ଓକିଲଙ୍କ ବଦଳରେ ଓକିଲ: ପୁରୀ ଲୋକସଭାରୁ ପ୍ରାର୍ଥୀ ହୋଇପାରନ୍ତି ଏଜି ଅଶୋକ ପରିଜା !

ଭୁବନେଶ୍ୱର : ପୁରୀ ଲୋକସଭାରୁ ବିଜେଡି ପ୍ରାର୍ଥୀ ହୋଇ ପାରନ୍ତି ବର୍ତ୍ତମାନର ଆଡଭୋକେଟ୍ ଜେନେରାଲ ଅଶୋକ ପରିଜା। ପିନାକୀ ମିଶ୍ରଙ୍କ ପରିବର୍ତ୍ତେ ଅଶୋକ ପରିଜାଙ୍କ ପ୍ରାର୍ଥୀତ୍ୱ ନେଇ ଚର୍ଚ୍ଚା ପାଓ୍ୱାର କରିଡ଼ରରେ ଜୋର ଧରିଛି।  ଶାସକ ଦଳରେ ପରିଚିତ ସହ ଓକିଲମାନଙ୍କ ମଧ୍ୟରେ ଶ୍ରୀ ପରିଜାଙ୍କ ଲୋକପ୍ରିୟତା ରହିଛି। ସାଧାରଣ ଲୋକଙ୍କ ସହ ଏତେଟା ସମ୍ପର୍କ ନ ଥିଲେ ବି ଆର୍ଥିକ ଭାବେ ସ୍ୱଚ୍ଛଳ ଥିବାରୁ ତାଙ୍କୁ ପ୍ରାର୍ଥୀ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି। ପୁରୀ ଲୋକସଭା…

Read More

ବୋକା ବନାଉଛନ୍ତି ସମ୍ବିତ ପାତ୍ର, ନିଜ ଅଜାଣତରେ ସାଥ୍ ଦେଉଛନ୍ତି ବିଜେଡି କର୍ମୀ

ପୁରୀ:  ସାମାଜିକ ଗଣମାଧ୍ୟମରେ କେତେକ ଫେସବୁକ୍ ଏବଂ ଟୁଇଟର ପୋଷ୍ଟ, ବିଜେପି ସମର୍ଥିତ ବ୍ୟାପକ ୟୁ ଟ୍ୟୁବ୍ ଚ୍ୟାନେଲରେ ଗୋଟିଏ ବିଷୟକୁ ବ୍ୟାପକ ଭାବେ କୁହାଯାଉଛି। ଏହାକୁ ପ୍ରଚାର ପ୍ରସାର କରିବା ପାଇଁ ବିଭିନ୍ନ ସୂତ୍ରରୁ ଆୟ ମଧ୍ୟ ଆସୁଛି। ଏହା ହେଉଛି ପୁରୀ ଲୋକସଭାରେ ଏଥର ସମ୍ବିତ ଜିତିବେ। ସମ୍ବିତ ଭଲ ବୁଲୁଛନ୍ତି। ହେଲେ ଏହି ଖବର ପ୍ରାୟୋଜକ ତାହା ବିଜେଡି ବୁଝିବାରେ ଅସମର୍ଥ ହେଉଛି। ପୁରୀ ଜିଲ୍ଲାରେ ପୁରୀ ଏବଂ ବ୍ରହ୍ମଗିରୀ ବିଜେପି ବିଧାୟକ…

Read More