ପରସ୍ପରକୁ ଦେଲେ ଏହି ଅସ୍ତ୍ର, ହେଲେ କାହିଁକି କଲେ ପୁଟିନ୍-କିମ୍
ଭୁବନେଶ୍ୱର : ଏକ ନାଟକୀୟ ଘଟଣା କ୍ରମରେ ଉପହାର ଭାବେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଓ ଉତ୍ତର କୋରିଆ ନେତା କିମ୍ ଜୋଙ୍ଗ୍ ଉନ୍ ନିଜ ନିଜର ‘ରାଇଫଲ୍’ ଅଦଳ ବଦଳ କରି ପରସ୍ପରକୁ ପ୍ରଦାନ କରିଛନ୍ତି। ଏନେଇ ଦିନକ ପୂର୍ବରୁ ‘କ୍ରେମ୍ଲିନ୍’ ପକ୍ଷରୁ ଘୋଷଣା କରାଯାଉଛି। କ୍ରେମ୍ଲିନ୍ ମୁଖପାତ୍ର ଡିମିତ୍ରି ପେସ୍କୋଭ୍ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ପୁଟିନ୍ ଆମେ ଉତ୍ପାଦନ କରୁଥିବା ଉତ୍କୃଷ୍ଟ ଧରଣର ଗୋଟାଏ ରାଇଫଲ୍ ଦେଲେ (କିମ୍ଙ୍କୁ)। ପ୍ରତି-ଉପହାର…