Happy birthday Rahul Dravid; ଟିମ୍ ଇଣ୍ଡିଆର ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ ନାମରେ ରହିଛି ଏମିତି ରେକର୍ଡ଼ ଯାହା ଆଜି ପର୍ଯ୍ୟନ୍ତ ଭାଙ୍ଗି ନାହିଁ

ଆଜି ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ବା ଦ ୱାଲ୍ ନାମରେ ପରିଚିତ ଲାଭ କରିଥିବା ରାହୁଲ ଦ୍ରାବିଡଙ୍କ ୫୧ ତମ ଜନ୍ମଦିନ। ରାହୁଲ ଦ୍ରାବିଡ ତାଙ୍କ ସମୟର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ତାଙ୍କର ନାମ ରହିଥିଲା । ସେ ତାଙ୍କ କ୍ୟାରିୟରରେ ଅନେକ ବଡ଼ ରେକର୍ଡ ସୃଷ୍ଟି କରିଥିଲେ | ସମଗ୍ର ଦେଶ ତାଙ୍କୁ ‘ୱାଲ୍’ ନାମରେ ଜାଣିଛି । ତେବେ ଦ୍ରାବିଡ ପ୍ରାୟ ୧୨ ବର୍ଷ ପୂର୍ବେ ଆନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇଥିଲେ,…

Read More

ମୁଖ୍ୟ ପ୍ରଶିକ୍ଷକ କାର୍ଯ୍ୟକାଳକୁ ଆଗକୁ ବଢାଇବେନି ଦ୍ରାବିଡ଼, କାରଣ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ …

ଦିନିକିଆ ବିଶ୍ବକପ୍ ଶେଷ ହେବା ସହ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଛି। ଯଦିଓ ଦ୍ରାବିଡ଼ଙ୍କ ପାଖରେ ତାଙ୍କ କାର୍ଯ୍ୟକାଳ ବଢ଼ାଇବାର ବିକଳ୍ପ ରହିଛି, ତଥାପି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦ୍ରାବିଡ଼ ଆଉ ଏହି କାର୍ଯ୍ୟ ଭରକୁ ଆଗକୁ ନେବାକୁ ରାଜି ନାହାଁନ୍ତି  ଏବଂ ନିଜ ପରିବାର ସହ କିଛି ସମୟ ବିତାଇବାକୁ ଚାହୁଁଛନ୍ତି। ଏହି କାରଣରୁ ସେ ଟିମ୍ ଇଣ୍ଡିଆ ରେ ନିଜର କାର୍ଯ୍ୟକାଳ ବଢ଼ାଇବାକୁ…

Read More