ବିହାର ରାଜନୀତି ପୁଷ୍କରିଣୀର କେଉଁ ମାଛ ଧରିବାକୁ ରାହୁଲ ଡେଇଁଲେ
ପାଟନା:(ଅବିନାଶମହାପାତ୍ର)- ପାଣି ଓ ପବନର ଦିଗକୁ ଯିଏ ଯେତେ ଶୀଘ୍ର ମାପିପାରିବ ପାଗକୁ ସେ ସେତେ ଭଲଭାବେ ଆକଳନ କରିପାରିବ । ରାଜନୀତିରେ ଏଇ ସମାନ କଥା ବି ପ୍ରଯୁଜ୍ୟ। ଭୋଟରଙ୍କ ମୁଡକୁ ଠିକ୍ ସମୟରେ ମାପିପାରିଲେ ଲୋକେ ଆପଣଙ୍କ ସହିତ ରହିବେ ହିଁ ରହିବେ। ବିଶେଷକରି, ସ୍ବିଙ୍ଗ ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରସଙ୍ଗ, ଅର୍ଥ କିମ୍ବା ପ୍ରାର୍ଥୀଙ୍କ ଅପେକ୍ଷା ନେତାଙ୍କ କିଛି କାମ ଅନେକ ସମୟରେ ଗୁରୁତ୍ବ ବହନ କରେ। ରାହୁଲ ଗାନ୍ଧିଙ୍କର ସାଧାରଣ ଲୋକଙ୍କ…
