
ପ୍ରଦେଶ କଂଗ୍ରେସର ପ୍ରସ୍ତୁତି ଆରମ୍ଭ ପୂର୍ବରୁ ସମ୍ଭାବନା ହ୍ରାସ ହୋଇ ଯାଇ ନ ଥିବ ତ……
ଭୁବନେଶ୍ୱର : ସାଧାରଣ ନିର୍ବାଚନ ପାଖେଇ ଆସିଲାଣି। ବିଜେଡିର ନିର୍ବାଚନ ପ୍ରସ୍ତୁତି ବିରୋଧି ବିଜେପି ଏବଂ କଂଗ୍ରେସ ଠାରୁ ଢେର ଅଧିକ ରହିଛି। କଂଗ୍ରେସର ପ୍ରସ୍ତୁତି ଅପେକ୍ଷାକୃତ କମ୍ ରହିଛି। ଗତ ନିର୍ବାଚନ ପରେ କଂଗ୍ରେସର ଶୀର୍ଷ ନେତା ମଲ୍ଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓଡ଼ିଶା ଆସିନାହାନ୍ତି। ଇତି ମଧ୍ୟରେ ତିନି ଜଣ ପ୍ରଭାରୀ ଓଡ଼ିଶା କଂଗ୍ରେସ ଦେଖି ସାରିଲେଣି। ଏମାନେ ହେଉଛନ୍ତି- ଜିତେନ୍ଦ୍ର ସିଂ, ଚେଲ୍ଲା କୁମାର ଏବଂ ଅଜୟ କୁମାର। ଫେବୃୟାରୀ…