ଗୋଟେ ଦାଗୀ ଓ ଦୋଷୀ ଲୋକ ରାଜ୍ୟସଭା ଯିବା ଓ ଆମ ଗଣମାଧ୍ୟମ

ଭୁବନେଶ୍ୱର :(ରଙ୍ଗାଚରଣ ପ୍ରଧାନ )-ଦୁଇଦିନ ତଳେ ହୋଇଥିବା ଘୋଡାବେପାରକୁ ସମାଲୋଚନା କରି କୌଣସି ସାମ୍ବାଦିକ ଫେସବୁକରେ ଲେଖିଥିବାର ଆପଣ ଦେଖୁଛନ୍ତି କି ? କେହି ଲେଖୁଛନ୍ତି ବିଜେଡି ଭାଙ୍ଗିଯାଉଛି । କେହି ଲେଖୁଛି ରାଜନୀତି କଡ ଲେଉଟୁଛି । କେହି ଲେଖୁଛି ବିଜେଡି କର୍ମଫଳ ଭୋଗୁଛି । କେହି ଲେଖୁଛି ପ୍ରତିଶୋଧ ନିଆଗଲା । କେହି ଲେଖୁଛି ତାକୁ ଆଗରୁ ଜଣାଥିଲା ।  କିନ୍ତୁ କେହି ଘୋଡାବେପାରକୁ ନିନ୍ଦା କରୁ ନାହାନ୍ତି, ଯଦିବା ଏହା ଆଇନତଃ ଅପରାଧ…

Read More

Rajya sabha Election 2026, ଡ଼ାର୍କ ହର୍ସ ହୋଇ ପାରନ୍ତି ରଘୁବର, ବସନ୍ତ, ଗୌତମ

ଭୁବନେଶ୍ୱର-(ହରେକୃଷ୍ଣ ଦାସ)- ବିଜେପି ପକ୍ଷରୁ ରାଜ୍ୟସଭା ପ୍ରାର୍ଥୀ ନିମନ୍ତେ ଗୌତମ ରାୟ, ବସନ୍ତ ପଣ୍ଡା ଓ ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କୁ ନେଇ ଚର୍ଚ୍ଚା ଚାଲିଛି। କିନ୍ତୁ ସତ୍ୟତା ନେଇ ସଂଦେହ ରହିଛି। ବସନ୍ତ ପଣ୍ଡାଙ୍କୁ ରାଜ୍ୟସଭାକୁ ପଠାଇବା ପାଇଁ ନୂଆପଡ଼ା ଉପନିର୍ବାଚନ ସମୟରେ ବିଜେପି ପ୍ରତିଶ୍ରୁତି ଦେଇଥିଲା। ନୂଆପଡ଼ା ବିଧାନସଭା ଆସନ ଢୋଲକିଆ ପରିବାର ହାତକୁ ଚାଲି ଯାଇଥିବା ବେଳେ ବସନ୍ତ ପଣ୍ଡା ଓ ତାଙ୍କ ପୁଅଙ୍କ ରାଜନୈତିକ ଭବିଷ୍ୟତ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାରୁ…

Read More

କେତେ ସତ ପ୍ରତାପଙ୍କୁ ରାହୁଲଙ୍କ ଆକ୍ରମଣ, ଅଙ୍ଗେଲିଭା କଥା ରଖିଲେ ସୁଲତା

ନୂଆଦିଲ୍ଲୀ/ଭୁବନେଶ୍ୱର: ୨୦/୧୨-  ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଦ୍ଵାରା ଆଘାତ ପ୍ରାପ୍ତ ହୋଇଥିବା ପ୍ରତାପ ଷଡ଼ଙ୍ଗୀ ଗତକାଲି ଠାରୁ କହି ଆସିଛନ୍ତି l କେତେ ଜଣ ଏହାର ସିସିଟିଭି କ୍ୟାମେରା ଫୁଟେଜ ପାଇଁ ଦାବି କରିଛନ୍ତି l ଏ ପର୍ଯ୍ୟନ୍ତ କୌଣସି ଭିଡ଼ିଓ ରାହୁଲ ଗାନ୍ଧୀ ଏପରି କରିଥିବା ଜଣା ପଡି ନାହିଁ l ଏହା ମଧ୍ୟରେ ବର୍ତ୍ତମାନ ସମୟର ଚର୍ଚ୍ଚିତ ସାଂସଦ ସୁଲତା ଦେଓଙ୍କ ଏକ ପୋଷ୍ଟ ଘଟଣାକୁ ବୁଝିବାକୁ ଏକ ନିଛକ…

Read More

ରାଜ୍ୟସଭାରେ ସ୍ୱର ଶାଣିତ କରିବ ବୋଲି କହୁଛି ବିଜେଡି…କେତେ ସତ କେତେ ମିଛ…ସଂସଦ ଅଧିବେଶନ ପରେ ଜଣାପଡିବ…

ଭୁବନେଶ୍ୱର : ଲୋକସଭାରୁ ସଫା ହୋଇଯିବା ପରେ ବିଜେଡି ମୁଣ୍ଡକୁ ସାମାନ୍ୟ ବୁଦ୍ଧି ଆସିଛି। ବିଜୁ ଜନତା ଦଳ ସଂସଦୀୟ ଦଳ ବୈଠକ ସୋମବାର  ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସି ଯାଇଛି।  ଏଥିରେ ଦଳର ସମସ୍ତ ୯ ଜଣ ରାଜ୍ୟସଭା ସାଂସଦ ଯୋଗ ଦେଇଥିଲେ। ବିଜେଡି ସଂସଦୀୟ ଦଳକୁ ସମ୍ବୋଧିତ କରି ନବୀନ ପଟ୍ଟନାୟକ କହିଛନ୍ତି, ସଂସଦରେ ଓଡ଼ିଶାର ସାଢ଼େ ୪ କୋଟି ଲୋକଙ୍କ ସ୍ୱର ହୁଅନ୍ତୁ। ଆମେ ଏକ ଶକ୍ତିଶାଳୀ ଏବଂ ବିରୋଧୀ…

Read More

୩ ରାଜ୍ୟସଭା ଆସନ ପାଇଁ ୩୦ ଆଶାୟୀ…ଓଡ଼ିଶାରୁ ଆଉ ଯିବେନି ଅଶ୍ୱିନୀ…ପ୍ରଶାନ୍ତଙ୍କୁ ମିଳିବନି ଦ୍ୱିତୀୟ ସୁଯୋଗ…ଚେଷ୍ଟା ଜାରି ରଖିଛନ୍ତି ଅମର..

ଭୁବନେଶ୍ୱର: ବିଜେଡି ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟିଛି। କିଏ କେତେବେଳେ କ୍ଷମତାରେ ରହିବ। କିଏ କେତେବେଳେ କ୍ଷମତାରୁ ବିଦା ହୋଇଯିବ, ତାହା ଜାଣିବା କଷ୍ଟକର। ତେଣୁ କୌଣସି ମତେ ଦଳୀୟ ଟିକେଟ୍ ହାସଲ କରିଦେବା ପାଇଁ ସମସ୍ତେ ବ୍ୟାକୁଳ. ବିଧାୟକ ଟିକେଟ୍ ପାଇଁ ଅଧିକ ଲବି ଥିବା ବେଳେ ଦ୍ୱିତୀୟରେ ରାଜ୍ୟସଭା ଆସନ ନେଇ ଜୋରଦାର ଲବି ଆରମ୍ଭ ହୋଇଯାଇଛି। ଆସନ୍ତା ବର୍ଷ ପ୍ରଥମାର୍ଦ୍ଧରେ ବିଜେଡ଼ିର ତିନୋଟି ରାଜ୍ୟସଭା ଆସନ ଖାଲି ହେବାକୁ ଯାଉଛି। ତେଣୁ ଏହି…

Read More