
ଜୁଏଲ ଓରାମଙ୍କୁ କ’ଣ ସତରେ ମାରି ଦେଇଥାନ୍ତେ ଅଶୋକ ଦାସ, ସେଦିନ କ’ଣ ହୋଇଥିଲା ଓଡ଼ିଶା ବିଧାନସଭାରେ….
ଭୁବନେଶ୍ୱର : ଜନତା ଦଳର ବର୍ଷିୟାନ ନେତା ଅଶୋକ ଦାସଙ୍କୁ ଜୀବନରେ ଭୁଲି ପାରିବେନି ବିଜେପି ନେତା ଜୁଏଲ୍ ଓରାମ। ସପ୍ତମ ଲୋକସଭା ଥିଲା ୧୯୮୯-୧୯୮୧। ଏହା ମଧ୍ୟରେ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ୧୯୯୦ରେ ଜନତା ଦଳର ଏଠି ରାଜ୍ୟରେ ସରକାର ଗଠନ କରି ସାରିଥାନ୍ତି। ମାତ୍ର ବିଜେପିର ରାମ ଜନ୍ମଭୂମି ରଥଯାତ୍ରାକୁ ବିରୋଧ କରିବାରୁ ଭିପି ସିଂହ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଲା ଗୈରିକ ଦଳ। ଫଳରେ ଭିପି ସିଂଙ୍କ ସରକାର ଭାଙ୍ଗିଯାଇଥିଲା। ହେଲେ ସେଦିନ…