
ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ଅଯୋଧ୍ୟାରେ ବଢିଲା ହୋଟେଲ ଓ ବିମାନ ଭଡ଼ା …
ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ଯେତେ ପାଖଉଛି ସେତେ ବଢିବାରେ ଲାଗିଛି ହୋଟେଲ ବୁକିଂ ।କ’ଣ ଆପଣ ଚାହୁଁଛନ୍ତି ଅଯୋଧ୍ୟାରେ ରହି ଏହି ଭବ୍ୟ ମୂହୁର୍ତ୍ତକୁ ଅନୁଭବ କରିବା ପାଇଁ ।ତେବେ ଆମେ ଆପଣଙ୍କୁ କହି ରଖୁଛୁ ଯେ ଆପଣଙ୍କୁ ଏଠି ଗୋଟିଏ ରାତି ପାଇଁ ରୁମ୍ ରେଣ୍ଟ ଦେବାକୁ ପଡ଼ିବ ଲକ୍ଷେ ଟଙ୍କା । ରାମମନ୍ଦିରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଏବେ ପୂରା ଅଯୋଧ୍ୟାରେ ଦେଖା ଦେବ ଜନ ସମାଗମ ।…