୧୯୯୮ ମସିହାର ଏକ ମାମଲାରେ  ସାନଖେମୁଣ୍ଡିର ପୂର୍ବତନ ବିଧାୟକ ନାରାୟଣ ରେଡ୍ଡି ଦୋଷୀ

ବ୍ରହ୍ମପୁର : ସାନଖେମୁଣ୍ଡି ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ  ସୋମବାର ଆଜୀବନ ଜେଲ୍। ଏକ ହତ୍ୟା ମାମଲାରେ ବ୍ରହ୍ମପୁର ଏଡିଜେ-୩ କୋର୍ଟ  ଆଜୀବନ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି । ୧୯୯୮ ମସିହାରେ ପୁଲିସ୍‌ ଆର୍‌ଆଇ ହତ୍ୟା ମାମଲାରେ କୋର୍ଟ ଏହି ରାୟ ଶୁଣାଇଛନ୍ତି। ନାରାୟଣଙ୍କ ସହ ମୋଟ ୧୩ ଜଣଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ହୋଇଛି। ସେହିପରି ରାୟ ବିରୋଧରେ ଉପର କୋର୍ଟକୁ ଯିବୁ ବୋଲି କହିଛନ୍ତି ନାରାୟଣ ରେଡ୍ଡୀ ଗଣମାଧ୍ୟମକୁ ଜଣାଇ ସାରିଲେଣି। ଉଲ୍ଲେଖଯୋଗ୍ୟ,  ୧୯୯୮…

Read More