
ପହଣ୍ଡି ବେଳେ ଅଘଟଣକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଆଇନମନ୍ତ୍ରୀ ..
ଭୁବନେଶ୍ବର: ପହଣ୍ଡି ବେଳେ ଅଘଟଣକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କଲେ ଆଇନମନ୍ତ୍ରୀ ପୃଥିରାଜ ହରିଚନ୍ଦନ। ସେ କହିଛନ୍ତି ଏହା ଏକ ସାମାନ୍ୟ ଦୁର୍ଘଟଣା ଥିଲା , ଏହା ଲୀଳାମୟଙ୍କ ଲୀଳା । ଆହାତ ସେବାୟତଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଇଛି । ପହଣ୍ଡି ସମୟରେ ରଥ ଉପରେ ଅଣ ସେବାୟତ ରହିଥିବା କଥାକୁ ସେ ଖଣ୍ଡନ କରିଛନ୍ତି । ସେହିପରି ଏହି ପ୍ରସଙ୍ଗରେ ମଧ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ପ୍ରତିକ୍ରିୟା ମିଳିଛି। ସେ କହିଛନ୍ତି, ଏହା…