
ଆରସିବିକୁ ମିଳିଲା ନୂଆ ଅଧିନାୟକ
ବାଙ୍ଗାଲୋର: ଆରସିବି ଘୋଷଣା କଲା ତାର ନୂଆ ଅଧିନାୟକ। ୨୦୨୫ ଆଇପିଏଲ ସିଜିନ ପାଇଁ ରୟାଲ ଚାଲେଞ୍ଜର ବେଙ୍ଗାଲୁରୁ ରଜତ ପାଟିଦାରଙ୍କୁ ନୂତନ ଅଧିନାୟକ ଭାବେ ଦାୟିତ୍ଵ ଦେଇଛି। ଏନେଇ ଆଜି ଦଳ ଘୋଷଣା କରିଛି। ୨୦୨୧ ରୁ ଆରସିବି ସହିତ ଥିବା ପାଟିଦାର ଦଳର ୮ମ ଅଧିନାୟକ ଭାବେ ନିଯୁକ୍ତି ପାଇଛନ୍ତି। ତେବେ ପୂର୍ବତନ ଅଧିନାୟକ ଫାପ ଡୁପ୍ଲେଶିଶିଙ୍କୁ ଦଳ ବାଦ୍ ଦେବା ପରେ ନୂଆ କ୍ୟାପଟେନ ଖୋଜରେ ଥିଲା। ଏନେଇ ବିରାଟ କୋହଲିଙ୍କୁ ଅଧିନାୟକ…