
ଓଡ଼ିଶା ଖଣି ନିଗମରେ ବାହାରିଲା ଚାକିରୀ….ଏହି ସବୁ ବ୍ୟକ୍ତିବିଶେଷ କରିପାରିବେ ଆବେଦନ…
ଭୁବନେଶ୍ୱର: ଓଡ଼ିଶା ଖଣି ନିଗମରେ ପ୍ରାୟ ୩୮ ପଦ ପାଇଁ ଚାକିରୀ ବାହାରିଛି। ଏହି ପଦ ପାଇଁ ଆବେଦନର ତାରିଖ ଆସନ୍ତା ମାସ ୧୮ ସେପ୍ଟେମ୍ବର ରହିଛି। ଓଏମସି ର ଓ୍ୱେବସାଇଟ୍ ରୁ ଏହି ସମ୍ବଦ୍ଧୀୟ ଫର୍ମ ଡାଉନଲୋଡ୍ କରିହେବ। ନିଯୁକ୍ତି ବାହାରିଥିବା ପଦ ଗୁଡିକ ହେଉଛି- ଡେପୁଟି ମ୍ୟାନେଜର(ଆଇନ୍)-ଇ-ଟୁ ଗ୍ରେଡ୍-ଗୋଟିଏ ପଦ, ଡେପୁଟି ମ୍ୟାନେଜର(ଫାଇନାନ୍ସ) ଇ-ଟୁ ଗ୍ରେଡ୍-୬ ପଦ, ଡେପୁଟି ମ୍ୟାନେଜର ଆଇଟି-ଇ-ଟୁ-୭ ପଦ, ଡେପୁଟି ମ୍ୟାନେଜର(ସିଭିଲ)-ଇଟୁ ଗ୍ରେଡ୍-୪ ପଦ, ଡେପୁଟି ମ୍ୟାନେଜର(ଜିଓଲୋଜି)-୧୧ ପଦ, ଡେପୁଟି…