ନେତାଙ୍କୁ ନେଇଯିବା ସହଜ, ଜନତାଙ୍କୁ ବିଜେପି କେମିତି ନବ : ଶରଦ ପାଓ୍ୱାର

ନାସିକ୍ : ଆସନ୍ତା ଲୋକସଭା ନିର୍ବାଚନରେ କୌଣସି ପ୍ରକାରରେ କ୍ଷମତା ହାସଲ କରିବାକୁ ବିଜେପି ଚାହୁଁଛି। ତେଣୁ ଶକ୍ତିଶାଳୀଥିବା ଆଞ୍ଚଳିକ ଦଳଗୁଡିକୁ ଶକ୍ତିହୀନ କରିବାକୁ ଚେଷ୍ଟା କରୁଛି। ଏହି କ୍ରମରେ ଶିବସେନା,ଏନସିପି, ଜେଡିୟୁ ଇତ୍ୟାଦି ଦଳକୁ ଟାର୍ଗେଟ କରୁଥିବା ଶରଦ ପାଓ୍ୱାର କହିଛନ୍ତି। ମହାରାଷ୍ଟ୍ରର ନାସିକ୍ ସହରରେ ବକ୍ତବ୍ୟ ରଖି ଶ୍ରୀ ପାଓ୍ୱାର ଏହା କହିଛନ୍ତି। ଶରତ କହିଛନ୍ତି ଯେ,  ବିଜେପି ଦେଶର ବିଭିନ୍ନ ରାଜ୍ୟରେ ଶକ୍ତିଶାଳୀ ଥିବା ଆଞ୍ଚଳିକ ଦଳଗୁଡ଼ିକୁ ମାଟିରେ ମିଶାଇବାକୁ ଚେଷ୍ଟା କରୁଛି।…

Read More