ଏଥର ବିରାଟ କି ରୋହିତ ନୁହେଁ , ଭାରତୀୟ ଦଳର ନୂଆ ସଂକଟ ମୋଚକ ଏହି ଖେଳାଳି …

ଚିମ ଇଣ୍ଡିଆର ହୃଦୟ ଏବଂ ସ୍ପଦନ ହେଉଛନ୍ତି ରୋହିତ ଏବଂ ବିରାଟ କୋହଲି । ଏହି ଦୁଇ ଖେଳାଳି ଟିମ ଇଣ୍ଡିଆ ଉପରକୁ ଆସୁଥିବା ବିପଦକୁ ସାମ୍ନା କରି ଦଳ ପାଇଁ ସର୍ବଦା ସଂକଟ ମୋଚକ ସାଜିଥାନ୍ତି । ତେବେ ଏହି ଦୁଇ ଖେଳାଳିଙ୍କ ବ୍ୟତିତ ବର୍ତ୍ତମାନ ଟିମ ଇଣ୍ଡିଆ ପାଖରେ ଏମିତି ଜଣେ ଖେଳାଳି ରହିଛି । ଯାହା ପାଖରେ ଟିମର ଖରାପ ପରିସ୍ଥିତିକୁ ସାମ୍ନା କରିବାର ଦକ୍ଷତା ରହିଛି । ଏବଂ ଲଗାତାର ସେ…

Read More