Road Safety ଆଞ୍ଚଳିକ ପରିବହନ ଅଧିକାରୀଙ୍କ ତରଫରୁ ଏନ୍ଫୋର୍ସମେଣ୍ଟ ଏବଂ ସଚେତନତା
ପୁରୀ : ରାଜ୍ୟ ପରିବହନଙ୍କ ତରଫରୁ ରଖାଯାଇଅଛି । ଏଣୁ ଗତ ୨୧ରୁ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ତରଫରୁ ଏନ୍ଫୋର୍ସମେଣ୍ଟ ଏବଂ ଆୱାରନେସ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଅଛି । ପୁରୀ ଉତ୍ତରା ଠାରେ ଏନ୍ଫୋର୍ସମେଣ୍ଟ ଏବଂ ଆୱାରନେସ କାର୍ଯ୍ୟକ୍ରମ କରାଯାଇଛି । ଏନ୍ଫୋର୍ସମେଣ୍ଟ ଓ ଆୱାରନେସରେ ଆଞ୍ଚଳିକ ପରିବହନ ଅଧିକାରୀ ସୁସ୍ମିତା ବେହେରା, ସହକାରୀ ଆଞ୍ଚଳିକ ପରିବହନ ଅଧିକାରୀ ଦେବାଶିଷ ପଣ୍ଡା, ମୋଟର ଯାନ ନିରୀକ୍ଷକ ବିଭୁ ରଞ୍ଜନ ନାୟକ, କନିଷ୍ଠ ମୋଟର ଯାନ ନିରୀକ୍ଷକ ଦମୟନ୍ତୀ…
