ମୁହାଁମୁହିଁ ହେବେ Virat Kohli – Rohit Sharma….ଘରୋଇ କ୍ରିକେଟ ଖେଳିବେ….

ନୂଆଦିଲ୍ଲୀ: ଜାନୁଆରୀ ୩୦ ରୁ ଫେବୃଆରୀ ୨ ପର୍ଯ୍ୟନ୍ତ ନୂଆଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ରେଲୱେ ବିପକ୍ଷରେ ରଣଜୀ ଟ୍ରଫି ମ୍ୟାଚ୍ ଖେଳିବେ ବିରାଟ କୋହଲି । ଶେଷ ଥର ପାଇଁ କୋହଲି ପ୍ରଥମ ଶ୍ରେଣୀ ପ୍ରତିଯୋଗିତାରେ ୨୦୧୨ ନଭେମ୍ବରରେ ଉତ୍ତର ପ୍ରଦେଶ ବିପକ୍ଷରେ ଗାଜିଆବାଦରେ ଖେଳିଥିଲେ।ତେବେ ଏନେଇ ଦିଲ୍ଲୀ କ୍ରିକେଟର ସଭାପତି ରୋହନ ଜେଠଲି ସୂଚନା ଦେଇଛନ୍ତି । ବିସିସିଆଇର ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ ଜାତୀୟ ଚୟନ ପାଇଁ ଯୋଗ୍ୟତା ହାସଲ କରିବା ପାଇଁ ଖେଳାଳିମାନଙ୍କୁ…

Read More

ରୋହିତ କୋହଲିଙ୍କ ପାଇଁ ଚମ୍ପିୟାନ ଟ୍ରଫି ହେବ ଅଗ୍ନି ପରୀକ୍ଷା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଦୁଇ ବରିଷ୍ଠ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ କ୍ୟାରିୟର ଏବେ ସଂକଟରେ। ବିଶେଷକରି ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ତାଙ୍କର ଖରାପ ପ୍ରଦର୍ଶନ ହେତୁ ସେ ସାରା ବିଶ୍ୱରୁ ସମାଲୋଚନା ଛଡା ଆଉ କିଛି ପାଇ ନାହାଁନ୍ତି। ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ- ୮ ଦଳ ଚାମ୍ପିଅନ୍ସ ଟ୍ରଫି ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି। ଏହି ଆଇସିସି ଟୁର୍ନାମେଣ୍ଟ ଫେବୃଆରୀ ୧୯ ରୁ ଆରମ୍ଭ ହେବ, ଯେଉଁଥିପାଇଁ ଭାରତୀୟ ଦଳ ଏପର୍ଯ୍ୟନ୍ତ…

Read More

Ind vs Aus : ରୋହିତ ଗମ୍ଭୀରଙ୍କ ମଧ୍ୟରେ ସମନ୍ୱୟର ଅଭାବ କହିଲେ ଏହି ଖେଳାଳି

ବ୍ରିସବେନରେ ଖେଳାଯାଉଥିବା ଗବା ଟେଷ୍ଟରେ ଭାରତୀୟ ଦଳର ସମସ୍ୟା ବଢିବାରେ ଲାଗିଛି। ଟସ୍ ଜିତିବା ପରେ ପ୍ରଥମେ ବୋଲିଂର ନିଷ୍ପତି  କ୍ୟାପଟେନ ରୋହିତ ଶର୍ମାଙ୍କ ଭୁଲ ପ୍ରମାଣିତ ହୋଇଛି । ଷ୍ଟିଭ୍ ସ୍ମିଥ୍ ଏବଂ ଟ୍ରାଭିସ୍ ହେଡଙ୍କ ଧୁଆଁଧାର ବ୍ୟାଟିଂ ଆଧାରରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୪୫  ରନ୍ ସଂଗ୍ରହ କରିବାରେ ସଫଳ ହେଇଛି । ଭାରତୀୟ ବୋଲର ଜସପ୍ରୀତ ବୁମ୍ରାଙ୍କ ବ୍ୟତୀତ ଅନ୍ୟ କୌଣସି ବୋଲର ଏହି ମ୍ୟାଚରେ ପ୍ରଭାବ ପକାଇ ପାରିନାହଁନ୍ତି । ବୁମ୍ରା…

Read More

ମୁମ୍ବାଇ ପାଇଁ ଆଉ ଖେଳିବେନି ରୋହିତ ଶର୍ମା ଜାଣନ୍ତୁ କାହିଁକି…

ଚଳିତ ବର୍ଷର ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାମ୍ପରେ କିଛି ଠିକ୍ ଚାଲିନାହିଁ। ଦଳ ମଧ୍ୟ ପ୍ଲେ ଅଫ୍ ରୁ ବାଦ୍ ପଡ଼ିଛି। ଅଧିନାୟକତ୍ୱ ପରିବର୍ତ୍ତନ ନିଷ୍ପତ୍ତିର ପ୍ରଭାବ ଦଳର ପ୍ରଦର୍ଶନ ଉପରେ ସ୍ପଷ୍ଟ ଦେଖାଯାଉଛି | ଖବର ଅନୁଯାୟୀ, ଦଳ ବର୍ତ୍ତମାନ ଦୁଇଟି ଦଳରେ ବିଭକ୍ତ ହୋଇଛି। ଏପରିକି ଦଳର ଅଭିଜ୍ଞ ଖେଳାଳି ରୋହିତ ଶର୍ମା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ପରସ୍ପରକୁ ସମ୍ମାନ ଦେଉ ନାହାଁନ୍ତି।ରୋହିତ ଏବଂ ହାର୍ଦ୍ଦିକଙ୍କୁ ପୁରା  ଆଇପିଏଲ୍ ସିଜନରେ ଏକାଠି ଅଭ୍ୟାସ…

Read More

ଟି-୨୦ ବିଶ୍ବକପ୍ ପାଇଁ ୧୫ ଜଣିଆ ଦଳ ଘୋଷଣା କଲା ଟିମ୍ ଇଣ୍ଡିଆ ଜାଣନ୍ତୁ କହାକୁ ମିଳିଛି ସ୍ଥାନ ଆଉ କିଏ ପଡ଼ିଛି ବାଦ୍ …

ରୋହିତ ଶର୍ମା  (ଅଧିନାୟକ) , ବିରାଟ କୋହଲି, ଜୟସୱାଲ, ସୂର୍ଯ୍ୟ କୁମାର ଯାଦବ , ରିଶଭ ପନ୍ତ (ୱିକେଟ କିପର), ସଞ୍ଜୁ ସାମସନ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ ଅଧିନାୟକ), ଶିଭମ ଦୁବେ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ୟୁଜଭେନ୍ଦ୍ର ଚହଲ, ଅର୍ଶଦୀପ ସିଂହ , ଜସ୍ପ୍ରିତ ବୁମରା ଏବଂ ମହମ୍ମଦ ସିରାଜ ସେହିପରି ରିଜର୍ଭ ଖେଳାଳି ଭାବେ ରିଙ୍କୁ ସିଂ , ଶୁଭମନ ଗିଲ ,ଖଲିଲ୍ ଅହମ୍ମଦ ଓ ଆବେଶ ଖାନଙ୍କୁ…

Read More

ଏଥର ବିରାଟ କି ରୋହିତ ନୁହେଁ , ଭାରତୀୟ ଦଳର ନୂଆ ସଂକଟ ମୋଚକ ଏହି ଖେଳାଳି …

ଚିମ ଇଣ୍ଡିଆର ହୃଦୟ ଏବଂ ସ୍ପଦନ ହେଉଛନ୍ତି ରୋହିତ ଏବଂ ବିରାଟ କୋହଲି । ଏହି ଦୁଇ ଖେଳାଳି ଟିମ ଇଣ୍ଡିଆ ଉପରକୁ ଆସୁଥିବା ବିପଦକୁ ସାମ୍ନା କରି ଦଳ ପାଇଁ ସର୍ବଦା ସଂକଟ ମୋଚକ ସାଜିଥାନ୍ତି । ତେବେ ଏହି ଦୁଇ ଖେଳାଳିଙ୍କ ବ୍ୟତିତ ବର୍ତ୍ତମାନ ଟିମ ଇଣ୍ଡିଆ ପାଖରେ ଏମିତି ଜଣେ ଖେଳାଳି ରହିଛି । ଯାହା ପାଖରେ ଟିମର ଖରାପ ପରିସ୍ଥିତିକୁ ସାମ୍ନା କରିବାର ଦକ୍ଷତା ରହିଛି । ଏବଂ ଲଗାତାର ସେ…

Read More

ମୁମ୍ବାଇ ପ୍ରଶଂସକଙ୍କ ପାଇଁ ଖୁସି ଖବର , ରୋହିତଙ୍କୁ ମିଳିପାରେ ପୁଣି ଅଧିନାୟକ ପଦ …

ଆଇପିଏଲ୍ ୨୦୨୪ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ କିଛି ଠିକ୍ ହେଉନାହିଁ। ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଇବା ପରେ ପ୍ରଶଂସକମାନେ ମୁମ୍ବାଇ ଇଣ୍ଡିଆନ୍ସର ମ୍ୟାନେଜମେଣ୍ଟ ଉପରେ ନିରାଶ ହୋଇଛନ୍ତି। ଏବେ ଦଳର ନୂଆ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଯାହା ଅନୁସାରେ ହାର୍ଦ୍ଦିକଙ୍କ ପାଇଁ ଆଇପିଏଲ ୨୦୨୪ରେ ଖେଳିବା କଷ୍ଟକର । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏହି ଅପଡେଟ୍ ଆସିବା ପରେ ପ୍ରଶଂସକମାନେ ଆଶା ରଖିଛନ୍ତି ଯେ ରୋହିତ ଶର୍ମା…

Read More

କାହିଁକି ମୁମ୍ବାଇ ଛାଡ଼ିଦେବେ ଏହି ୩ ଖେଳାଳି …

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୪ ସିଜନର ଖେଳାଳି ନିଲାମ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଏଭଳି ଏକ ନିଷ୍ପତ୍ତି ନେଇଛି ଯାହା ସମସ୍ତ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଝଟକା ଲାଗିଛି । ରୋହିତ ଶର୍ମାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ନୂଆ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ଗତ ୨ ସିଜିନ୍ ଧରି ହାର୍ଦ୍ଦିକ ପାଣ୍ଡ୍ୟା ଗୁଜୁରାଟ ଟାଇଟାନ୍ସ ଦଳରେ ଥିଲେ ଏବଂ ଅଧିନାୟକ ଦାୟିତ୍ୱ ସମ୍ଭାଳୁଥିଲେ, କିନ୍ତୁ ଖେଳାଳି ଟ୍ରଡିଂ ମାଧ୍ୟମରେ ମୁମ୍ବାଇ ଇଣ୍ଡିଆନ୍ସ…

Read More

 ତିନି ପ୍ରସିଦ୍ଧ ବ୍ୟାଟରଙ୍କୁ ପଛରେ ପକାଇ ଦେଲେ  କେଏଲ୍ ରାହୁଲ

ମୁମ୍ବାଇ : ଭାରତରେ ଜାରି ରହିଥିବା କ୍ରିକେଟ୍ ବିଶ୍ୱକପର ଦିନକ ପରେ ସେମି ଫାଇନାଲ ଭେଟଘାଟ୍ ହେବାକୁ ଯାଉଛି। ହେଲେ ଏହା ପୂର୍ବ ମ୍ୟାଚ୍ ରେ କେଏଲ ରାହୁଲ ଏକ କିର୍ତ୍ତୀମାନ ସ୍ଥାପନ କରିଛନ୍ତି। ଯାହା କୌଣସି ଭାରତୀୟ ବ୍ୟାଟରଙ୍କ ପାଇଁ ଗୌରବର ବିଷୟ। ନେଦରଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ଭାରତ ବିଶାଳ ବିଜୟ ହାସଲ କରିଥିଲା। ଏହି ମ୍ୟାଚରେ ଶ୍ରେୟସ୍ ଆୟରଙ୍କ ସମେତ କେଏଲ ରାହୁଲ ଦ୍ରୁତତମ ଶତକ ହାସଲ କରିଥିଲେ। ରାହୁଲ ମାତ୍ର ୬୨ ବଲରେ…

Read More

Asia cup 2023; କଣ ରହିଛି ଏସିଆ କପରେ ଭାରତୀୟ ଦଳର ସ୍ଥିତି ଆସନ୍ତୁ ଜାଣିବା …

ଏସିଆ କପ ୨୦୨୩ରେ ୧୬ ତମ ସଂସ୍କରଣ ଅଗଷ୍ଟ 30 ତାରିଖରେ ପାକିସ୍ତାନରେ ଆରମ୍ଭ ହେବାକୁ ଯାଉଛି । ତେବେ ଏନେଇ ସବୁ ଦଳ ମାନଙ୍କର ପ୍ତସ୍ତୁତି ଚୂଡାନ୍ତ ପର୍ଯ୍ୟୟରେ ପହଁଚିଛି । ଭାରତ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ସେପ୍ଟେମ୍ବର ୨ର ମ୍ୟାଚ୍ ଉପରେ ସବୁ ଖେଳ ପ୍ରେମୀଙ୍କ ନଜର ରହିଛି । ପ୍ରାୟ ସବୁ ଦଳ ମଧ୍ୟ ସେମାନଙ୍କର ୧୭ ଜଣିଆ ଦଳ ଘୋଷଣା କରିସାରିଛନ୍ତି । ତେବେ ଆସନ୍ତୁ ଆଜି ନଜର ପାକାଇବା…

Read More