ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସମ୍ମୁଖରେ ଧାରଣାରେ ବସିଲେ ମୁକ୍ତିକାନ୍ତ ବିଶ୍ୱାଳ, ପୂର୍ବ ପ୍ରତିଶ୍ରୁତି  ପୂରଣ ନ କରିବା ସହ ରାଉରକେଲା ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ନେଇ ଆଣିଲେ ଅଭିଯୋଗ..

ଭୁବନେଶ୍ୱର : ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ଯୁବକ ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ପୁଣି ଥରେ ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି। ଗତବର୍ଷ ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ସୁଯୋଗ ନ ମିଳିବାରୁ ସେ ଶିଶୁ ଭବନ ଛକ ଏକ ଉଚ୍ଚ ସ୍ଥାନକୁ ଚଢିଯାଇଥିଲେ। ପ୍ରାୟ ତିନିରୁ ଚାରି ଘଣ୍ଟା ପାଇଁ ରାଜଧାନୀରେ ଚକାଜାମ୍ ପରିସ୍ଥିତି ସୃଷ୍ଟି ହୋଇଥିଲା। କମିସନରେଟ୍ ପୁଲିସ୍ ଠାରୁ ଆରମ୍ଭ କରି ରାଜ୍ୟ ପୁଲିସ୍ ମୁଖ୍ୟାଳୟକୁ ନୟାନ୍ତ ହେବାକୁ ପଡ଼ିଥିଲା।  ଏହାର ଠିକ୍…

Read More