RSS@100 : ହିନ୍ଦୁରାଷ୍ଟ୍ର ବିଚାର ଓ ଇଂରେଜ ମୋହର

ନୂଆଦିଲ୍ଲୀ :(ବିଜୟ ସାହୁ)-ସାବରକର ଓ ଗୋଲୱାକରଙ୍କ ହିନ୍ଦୁ ରାଷ୍ଟ୍ର ଦର୍ଶନ ଇଂରେଜ ଶାସକ ମଧ୍ୟ ଉନବିଂଶ ଶତାବ୍ଦୀରେ ମୋହର ମାରିଥିଲେ । ସେତେବେଳେ ଭାରତରେ ଏହି ଦୁଇ ହିନ୍ଦୁତ୍ୱ ଦାର୍ଶନିକଙ୍କ ପ୍ରଭାବ କେବଳ ତଦାନୀନ୍ତନ କେନ୍ଦ୍ର ପ୍ରୋଭିନ୍ସ ଓ ମହାରାଷ୍ଟ୍ରର ନାଗପୁରର ସୀମିତ ଅଞ୍ଚଳରେ ବ୍ରାହ୍ମଣଙ୍କ ମଧ୍ୟରେ ଥିଲା । ବ୍ରିଟେନର ଜଣେ ରାଜନୀତିଜ୍ଞ ଥିଲେ   ସ୍ତ୍ୟାନଲେ ବାଲଡ଼ୱିନ । ସେ କନଜର୍ଭେଟିଭି ପାର୍ଟିରୁ ପ୍ରଥମ ବିଶ୍ଵଯୁଦ୍ଧ ପରେ ଓ ଗ୍ରେଟ ଡିପ୍ରେସନ ସମୟରେ ତିନି ଥର…

Read More